fbpx

Big Breaking: ନିର୍ମାଣାଧୀନ କୋଠା ଭୁଶୁଡି ୩ ଜଣ ଆହତ

ପୁରୀ: ନିର୍ମାଣାଧୀନ କୋଠା ଭୁଶୁଡି ପଡିବା ଖବର ସାମ୍ନାକୁ ଆସିଛି । ପୁରୀ ରେଲୱେ ଷ୍ଟେସନରେ ଏହି ନିର୍ମାଣାଧୀନ କୋଠା ଭୁଶୁଡ଼ି ୩ଜଣ ଲୋକେ ଆହତ ହୋଇଛନ୍ତି । ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଥିରେ ଆଉ କିଛି ଶ୍ରମିକ ଫସି ରହିଥିବାର ଆଶଙ୍କା ରହିଛି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ସାମିଲ ଅଛି ।

Get real time updates directly on you device, subscribe now.