fbpx

ଅଭାବନୀୟ ଦୁର୍ଘଟଣା: ଗ୍ୟାସ୍ ସିଲିଣ୍ଡର ଫାଟି ପରିବାରର ନାବାଳକ ପୁଅଝିଅ ଆହତ

ବାଲେଶ୍ୱର: ଗ୍ୟାସ୍ ସିଲିଣ୍ଡର ଫାଟି ୨ ଆହତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖନ୍ତପଡ଼ା ତୁନ୍ଦୁରା ଗାଁରେ । ଗ୍ୟାସ୍ ରିଫିଲିଂ ବେଳେ ଘଟିଯାଇଥିଲା ଏହି ଅଘଟଣ । ଏଥିରେ ପରିବାରର ଦୁଇଜଣ ନାବାଳକ ପୁଅଝିଅ ଆହତ ହୋଇଛନ୍ତି । ଆହତ ଦୁଇଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

 

 

Get real time updates directly on you device, subscribe now.