fbpx

ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର, ୧୬/୯(ଓଡିଶା ଭାସ୍କର): ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି କେନ୍ଦ୍ରୀୟ ଟିମ୍ ଆସୁଛନ୍ତି। ୨ଦିନ ଧରି ୪ଜିଲ୍ଲାରେ କ୍ଷୟକ୍ଷତି ଆକଳନ କରିବେ । ଭଦ୍ରକ, ଯାଜପୁର,କେନ୍ଦ୍ରାପଡା ଓ ପୁରୀ ଯାଇ କ୍ଷୟକ୍ଷତି ଆକଳନ କରିବେ ।

ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ଆସନ୍ତା କାଲି ଅପରାହ୍ନରେ ମୁଖ୍ୟ ସଚିବଙ୍କ ସହ କେନ୍ଦ୍ରୀୟ ଟିମର ବୈଠକ ହେବ । ଏହି ବୈଠକରେ ଏସଆରସିଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହେବେ ।

Get real time updates directly on you device, subscribe now.