• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଉପହାର: ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ମିଳିବ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ

ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଉପହାର: ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ମିଳିବ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ

By Manas Pradhan On May 28, 2024 at 8:36 PM
Savings Account
Share

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଏଣିକି ସେଭିଙ୍ଗସ ଆକାଉଣ୍ଟରେ ମଧ୍ୟ ଗ୍ରାହକମାନେ ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେଣୁ ଯଦି ଆପଣ ସେଭିଙ୍ଗସ ଆକାଉଣ୍ଟରେ ନିବେଶ କରିବାକୁ ଚାହିଁବେ ତେବେ ଏ କ୍ଷେତ୍ରରେ ଆପଣମାନେ ମାଲାମାଲ୍ ହୋଇଯିବେ । ତେବେ ଏଥିପାଇଁ କିଛି ନିୟମ ମାନିବାକୁ ପଡ଼ିବ । ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ଭଲ ସୁବିଧାର ଫାଇଦା ଉଠାଇବାକୁ ହେଲେ ଗ୍ରାହକମାନେ ମଧ୍ୟ କିଛି ରିସ୍କ ନେବାକୁ ପଡ଼ିବ ।

ସୂଚନା ମୁତାବକ, ଘରୋଇ କ୍ଷେତ୍ରର ବଡ଼ ଋଣପ୍ରଦାତ୍ତା ଆରବିଏଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏଭଳି ଏକ ବଡ଼ ଘୋଷଣା କରିଛି । ଏ ବାବଦରେ ବ୍ୟାଙ୍କର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଥିବା ବେଳେ ମେ ୨୪ରୁ ଏହା ଲାଗୁ ହୋଇଛି । ବ୍ୟାଙ୍କ ପକ୍ଷରୁ ସୁଧ ହାର ଘୋଷଣା ପରେ ଗ୍ରାହକମାନେ ସେଭିଙ୍ଗସ ଆକାଉଣ୍ଟରେ ୪.୨୫ ପ୍ରତିଶତରୁ ଆରମ୍ଭ କରି ୭.୭୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇ ପାରିବେ । ତେବେ ଆକାଉଣ୍ଟରେ ଦୈନିକ ୧ ଲକ୍ଷ ବାଲାନ୍ସ ରଖୁଥିବା ଗ୍ରାହକଙ୍କ ପାଇଁ ଏହି ସୁବିଧା ଲାଗୁ ହେବ ।

ସୁଧ ହାର ବୃଦ୍ଧି ଘୋଷଣା ପରେ ୧ ଲକ୍ଷ ପର୍ଯ୍ୟନ୍ତ ଦୈନିକ ବାଲାନ୍ସ ଉପରେ ୪.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ମିଳିବ । ୧-୧୦ ଲକ୍ଷ ପର୍ଯ୍ୟନ୍ତ ରାଶି ଉପରେ ୫.୫୦ ପ୍ରତିଶତ, ୧୦-୨୫ ଲକ୍ଷ ପର୍ଯ୍ୟନ୍ତ ଜମା ର।।ଶି ଉପରେ ୬ ପ୍ରତିଶତ, ୨୫ ଲକ୍ଷରୁ ୨ କୋଟି ପର୍ଯ୍ୟନ୍ତ ରାଶି ଉପରେ ୭.୫୦ ପ୍ରତିଶତ, ୨-୩ କୋଟି ପର୍ଯ୍ୟନ୍ତ ରାଶି ଉପରେ ୭ ପ୍ରତିଶତ, ୩-୭.୫ କୋଟି ପର୍ଯ୍ୟନ୍ତ ରାଶି ଉପରେ ୬.୫୦ ପ୍ରତିଶତ ସୁଧ ମିଳିବ ।

ଆହୁରି ପଢନ୍ତୁ

EPFO ​​3.0: ଇପିଏଫ୍‌ଓଧାରୀଙ୍କ ପାଇଁ ବଡ଼ ଖବର…

SBI ଗ୍ରାହକଙ୍କୁ ଦେଲା ବଡ଼ ଉପହାର, ବଢାଇଲା ଅଟୋ…

Share

Prev Post

ବିଜେପିର ହାଇଭୋଲଟେଜ୍ ପ୍ରଚାର ଯୋଗୁଁ ଚାପରେ ଅଛି କି ବିଜେଡି?

Next Post

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା: ମେ ୧୯ରୁ ଆରମ୍ଭ ହେବ B.Ed ଓ M.Ed ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ

You might also like More from author
Featured

EPFO ​​3.0: ଇପିଏଫ୍‌ଓଧାରୀଙ୍କ ପାଇଁ ବଡ଼ ଖବର ; ଦୀପାବଳୀ ଭେଟି ଦେବେ କେନ୍ଦ୍ର ସରକାର !

Breaking News

SBI ଗ୍ରାହକଙ୍କୁ ଦେଲା ବଡ଼ ଉପହାର, ବଢାଇଲା ଅଟୋ ସ୍ୱିପ୍ ଲିମିଟ୍‌, ଜାଣନ୍ତୁ ଫାଇଦା

ଖବର

୧୨୫ ଲକ୍ଷ କୋଟି ଟଙ୍କାର ଉତ୍ତରାଧିକାରୀ କିଏ ହେବ, ଏବେ ଏମାନେ ସମ୍ଭାଳିବେ ଅମ୍ବାନୀ-ଆଦାନୀଙ୍କ…

Breaking News

ଘଟିଲା ଅପେକ୍ଷାର ଅନ୍ତ ! ମଣିପୁରରେ ମୋଦୀ କରିବେ ବଡ଼ ଘୋଷଣା …

Top Stories

ହସ୍ପିଟାଲ ସାଜିଲା ବାହାଘର ମଣ୍ଡପ… ବେଡରେ ଶୋଇଥିଲା ବର ୭ ଫେରା ନେଲା କନିଆଁ

Breaking News

‘ସାରା ଦେଶରେ ବାଣ ବନ୍ଦ କରାଯିବା ଜରୁରୀ’, ବାୟୁପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Prev Next
Odisha Bhaskar

Recent Posts

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡ଼ିର…

EPFO ​​3.0: ଇପିଏଫ୍‌ଓଧାରୀଙ୍କ ପାଇଁ ବଡ଼ ଖବର…

IND vs PAK ମ୍ୟାଚ୍ କେତେବେଳେ ଆରମ୍ଭ ହେବ,…

SBI ଗ୍ରାହକଙ୍କୁ ଦେଲା ବଡ଼ ଉପହାର, ବଢାଇଲା ଅଟୋ…

୧୨୫ ଲକ୍ଷ କୋଟି ଟଙ୍କାର ଉତ୍ତରାଧିକାରୀ କିଏ…

ଘଟିଲା ଅପେକ୍ଷାର ଅନ୍ତ ! ମଣିପୁରରେ ମୋଦୀ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

EPFO ​​3.0: ଇପିଏଫ୍‌ଓଧାରୀଙ୍କ ପାଇଁ ବଡ଼ ଖବର…

SBI ଗ୍ରାହକଙ୍କୁ ଦେଲା ବଡ଼ ଉପହାର, ବଢାଇଲା ଅଟୋ…

୧୨୫ ଲକ୍ଷ କୋଟି ଟଙ୍କାର ଉତ୍ତରାଧିକାରୀ କିଏ…

ଘଟିଲା ଅପେକ୍ଷାର ଅନ୍ତ ! ମଣିପୁରରେ ମୋଦୀ…

Prev Next 1 of 28,029
© 2025 - TK Digital All Rights Reserved.