fbpx

ଉପେନ୍ଦ୍ର ଦ୍ୱିବେଦୀ ହେବେ ନୂଆ ସେନା ମୁଖ୍ୟ: ମନୋଜ ପାଣ୍ଡେଙ୍କ ସ୍ଥାନରେ ପାଇବେ ନିଯୁକ୍ତି

Advertisement

ନୂଆଦିଲ୍ଲୀ: ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ହେବେ ନୂଆ ସେନା ମୁଖ୍ୟ । ଆସନ୍ତା ୩୦ ତାରିଖରେ ଶ୍ରୀ ଦ୍ୱିବେଦୀ ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନରେ ନିଯୁକ୍ତି ପାଇବେ । ଶ୍ରୀ ଦ୍ୱିବେଦୀ ଦୀର୍ଘ ସମୟ ଧରି ଜମ୍ମୁ-କଶ୍ମୀରରେ ସେବାରତ ରହିଥିଲେ । ତାଙ୍କ ପରି ଜଣ ଦକ୍ଷ ଅଫିସର ଏବେ ଭାରତୀୟ ସେନାର ଦାୟିତ୍ୱ ନିର୍ବାହ କରିବେ । ପରବର୍ତ୍ତୀ ସେନା ମୁଖ୍ୟ ଭାବେ ଶ୍ରୀ ଦ୍ୱିବେଦୀଙ୍କୁ ନିଯୁକ୍ତି କରାଯାଇଥିବା ନେଇ ଏକ ସରକାରୀ ବୟାନରୁ ଜଣାପଡ଼ିଛି ।

Get real time updates directly on you device, subscribe now.