fbpx

୧୧୫ ଦିନରେ CMରୁ ‘ ତୀରଥ’ ଓହରିଲେ, ଦେବଭୂମିରେ ରାଜନୀତିକ ସଂକଟ

ଓଡ଼ିଶା ଭାସ୍କର ବ୍ୟୁରୋ: ଉତ୍ତରାଖଣ୍ଡ ତଥା ଦେବଭୂମିରେ ପୁଣି ଦେଖାଗଲା ରାଜନୀତିକ ସଂକଟ। ରାତିଅଧିଆ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ ତୀରଥ ସିଂ ରାୱତ।

ସୂଚନା ଅନୁସାରେ ଶୁକ୍ରବାର ପ୍ରାୟ ମଧ୍ୟରାତ୍ରି ବେଳକୁ ରାଜ୍ୟପାଳ ବେବୀ ରାଣୀ ମୌର୍ଯ୍ୟଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ରାୱତ ହଠାତ୍ ଦେଇଦେଲେ ଇସ୍ତଫାପତ୍ର। ମାତ୍ର ୧୧୫ ଦିନରେ ଶପଥ ଗ୍ରହଣ କରିବା ଦିନ ପୂରିଥିଲା। ଏହା ପୂର୍ବରୁ ଭଗତ ସିଂ କୋଶ୍ୟାରୀ ୧୨୩ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ।

Get real time updates directly on you device, subscribe now.