ବାଣୀବିହାର ଛାତ୍ରବାସରେ ଅଣଛାତ୍ରଙ୍କ ଦୌରାତ୍ମ୍ୟ, ୱାର୍ଡେନ୍‌ଙ୍କୁ ବିରୋଧ କରି ଗେଟ୍‌ରେ ତାଲା

ଅଣଛାତ୍ରଙ୍କୁ ନେଇ ହଷ୍ଟେଲ୍ ପରିସରରେ ଉତ୍ତେଜନା ଲାଗି ରହିଛି।

ଭୁବନେଶ୍ୱର: ଅଣଛାତ୍ରଙ୍କୁ ନେଇ ବାଣୀବିହାର ଉତ୍ତେଜନା। ଯାଞ୍ଚ କରିବାକୁ ଆସୁଥିବା ୱାଡେନଙ୍କୁ ପଶିବାକୁ ଦେଲେନି ଅଣଛାତ୍ର।

ଗୋପବନ୍ଧୁ ହଷ୍ଟେଲ୍‌ରେ ୱାର୍ଡେନ୍‌ଙ୍କୁ ବିରୋଧ କରି ଗେଟ୍‌ରେ ତାଲା ପକାଇଲେ ଅଣଛାତ୍ର।

ଗତକାଲି ହଷ୍ଟେଲ ଛାଡ଼ିବାକୁ ଜାରି ହୋଇଥିଲା ନିର୍ଦ୍ଦେଶ।

ଅଣଛାତ୍ରଙ୍କୁ ନେଇ ହଷ୍ଟେଲ୍ ପରିସରରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ।