fbpx
BJD
BJD SKY
BJD SKY

Video: ଅବିବେକି ମଣିଷ ତତେ ଧର୍ମ ସହିବନୀ ! ମୋ ସହ ଏମିତି କଲୁ, ମୁଁ ତୋ ପାଇଁ କ’ଣ ନକରିଥିଲି..ତତେ ଟିକେ ଦୟା ଲାଗିଲାନି

BJD

ହଇରେ ଅବିବେକି ମରିଷ ମୋର କ୍ଷିର ଖାଇଲୁ ଶେଷରେ ମୋତେ ଜାଳିଦେଲୁ । ମୋର ଦୋଷ କଣ ଥିଲା । ଏଇଆକି ମୁଁ ତତେ ସବୁବେଳେ କ୍ଷୀର ଖାେଇବାକୁ ଦେଉଥିଲି । ମୋତେ କେତେ କଷ୍ଟ ହୋଇଥବ ତୁ ଜାଣିଛୁ । ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲା ବେଳେ । ହଇରେ ହେ, ମୋ ଦେହରେ ନିଆଁ ଲଗାଇବା ପୂର୍ବରୁ ତୋ ହାତ ଟିକେ ଥରିଲାନି । ତତେ ମୋ ନିରିହ ମୁହଁ ଦେଖାଗଲାନି । ତୋ ପାଇଁ ମୁଁ ମୋ ରକ୍ତକୁ ଅମୃତ କରିଥିଲି ରେ ଅମୃତ କରିଥିଲି । ହେଲେ ତୁ ସେ ଅମୃକୁ ପିଇ କିପରି ରାକ୍ଷସ ହୋଇଗଲୁ । ମୋ ସହ ବିଶ୍ୱସ ଘାତକତା କେମିତି କରିବାରିଲୁରେ କେମିତି କରିପାରିଲୁ । ଜାଣିଛୁ ତୁ ହଉଛୁ ଗୋଟେ ରାକ୍ଷସ । ତତେ ଧର୍ମ ସହିବନିରେ ଧର୍ମ ସହିବି…

ଏମିତି କିଛି ଆଜି ଉପରେ ଥାଇ ନିଆଁରେ ପୋଡ଼ି ମୃତୁ୍ୟ ହୋଇଥିବା ଗାଇର ଆତ୍ମା କହୁଥିବ । ପୋଡ଼ି ମାରିଥିବା ମଣିଷକୁ ବାର ବାର ଅଭିସାପ ଦେଉଥିବ । କାରଣ ଏ ଦୃଶ୍ୟ ହିଁ ସେମିତି କିଛି ବୟାନ କରୁଛି । ଗୋଟିଏ ନିରିହ ଗାଇର ଦେହରେ ନିଆଁ ଲଗାଇ ମାରିଦେଇଛି ଜଣେ ନୃସଂଶ ମଣିଷ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ ।

Get real time updates directly on you device, subscribe now.