fbpx
BJD SKY
BJD SKY

୪୮ ଲକ୍ଷ ହଡପ ମାମଲାରେ ପୂର୍ବତନ PEO ଗିରଫ

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଅର୍ଥ ହଡପ ମାମଲାରେ ଗିରଫ ହୋଇଛନ୍ତି ପୂର୍ବତନ ପିଇଓ । ୪୮ ଲକ୍ଷ ଟଙ୍କା ହଡପ ମାମଲାରେ ଜୟପୁର ବ୍ଲକ କାଳିଆଗାଁ ପଞ୍ଚାୟତତ ପିଇଓ ଦର୍ଶନ ଖରାଙ୍କୁ ଗିରଫ କରାଯାଇଛି । ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆସିଥିବା ୪୮ ଲକ୍ଷ ଟଙ୍କା ହଡପ କରିବା ନେଇ ଅଭିଯୋଗ ହୋଇଛି ।

ଏହି ଦୁର୍ନୀତିରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଭିଜିଲାନ୍ସ ପକ୍ଷରୁ ପଚରା ଉଚୁରା ଜାରି ରହିଛି । ପୂର୍ବତନ ସରପଞ୍ଚ ସମାରୀ କାର୍ଲୁଆ ଏବଂ ସରପଞ୍ଚ ଭଗବାନ କେନ୍ଦ୍ରଙ୍କୁ ଭିଜିଲାନ୍ସ ପଚରାଉଚୁରା କରୁଥିବା ଜଣାପଡିଛି ।

Get real time updates directly on you device, subscribe now.