fbpx

ଶଳାଙ୍କୁ ଟଙ୍କା ଦେଉଥିବା ଝାମ୍ପି ନେଲା ଭିଜିଲାନ୍ସ ; ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ରେଡ

ଭଦ୍ରକ:ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଭଦ୍ରକ ଶାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ ସେଠୀଙ୍କ ସରକାରୀ ବାସଭବନ ଓ ଅଫିସରେ ରେଡ କରାଯାଇଛି । ଏହାସହିତ ବାଲେଶ୍ୱରରେ ପୈତୃକ ଘର ଓ ଶ୍ୱଶୁର ଘରେ ବି ଚାଲିଛି ରେଡ । ୫ ଲକ୍ଷ ଟଙ୍କା ଶଳାଙ୍କୁ ଦେଉଥିବା ବେଳେ ଧରିଥିଲା ଭିଜିଲାନ୍ସ । ଆୟବର୍ହିଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ତେବେ ଏଯାବତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହାର ସୂଚନା ମିଳି ନାହିଁ ।

Get real time updates directly on you device, subscribe now.