ବିରାଟ, ରୋହିତଙ୍କ A+ କଣ୍ଟ୍ରାକ୍ଟ ବଳବତ୍ତର, ସୂଚନା ଦେଲା BCCI

ନୂଆଦିଲ୍ଲୀ: ବିରାଟ, ରୋହିତଙ୍କୁ ମିଳିଥିବା ଏ ପ୍ଲସ୍ କଣ୍ଟ୍ରାକ୍ଟ ବଳବତ୍ତର ରହିବ । ଉଭୟେ ଟି-ଟ୍ୱେଣ୍ଡି ଓ ଟେଷ୍ଟରୁ ସନ୍ୟାସ ସତ୍ତେ୍ୱ ଏ ପ୍ଲସ୍ କଣ୍ଟ୍ରାକ୍ଟରେ ରହିବେ ।

ଏ ନେଇ ସୂଚନା ଦେଲେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ । ଦୁଇଜଣଯାକ ଟି-୨୦ ଏବଂ ଟେଷ୍ଟ ମ୍ୟାଚରୁ ଅବସର ଗ୍ରହଣ କରିଛନନ୍ତି ।