fbpx

ଭୋଟ ଗଣତି ଜାରି: ଜାଣନ୍ତୁ ୧୦ଟା ୩୦ ସୁଦ୍ଧା କିଏ ରହିଛି ଆଗୁଆ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟନ ନିର୍ବାଚନ ସରିଥିବା ବେଳେ ଆଜି ଭୋଟ ଗଣତି ଚାଲିଛିି । ଏହାରି ମଧ୍ୟରେ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡ଼ି ୧୪୭ରେ ଆଗୁଆ ଥିବା ବେଳେ ବିଜେପି ୨୨, କଂଗ୍ରେସ ୯ ଓ ଅନ୍ୟାନ୍ୟ ୧ରେ ଆଗୁଆ ରହିଛି । ତେବେ ଆସନ୍ତୁ ଜାଣିବା ଜିଲ୍ଲା ପରିଷଦ ପ୍ରାର୍ଥୀ ହିସାବରେ କିଏ ଆଗୁଆ ରହିଛି…

ଗଞ୍ଜାମ:-
ଆସିକା ଜୋନ୍ ୧ରେ ବିଜେଡିିର ତନ୍ମୟୀ ନାହାକ ଆଗୁଆ ରହିଛନ୍ତି ।
ସୋରଡ଼ା ଜୋନ୍ ୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ ରହିଛନ୍ତି ।
ବୁଗୁଡ଼ା ଜୋନ ୪ରେ ବିଜେଡ଼ିର ସସ୍ମିତା ସ୍ୱାଇଁ ଆଗୁଆ ରହିଛନ୍ତି ।
ବେଲଗୁଣ୍ଠା ଜୋନ ୪୭ରେ ବିାଜଡିର ପୂର୍ଣ୍ଣାବାସୀ ନାଏକ ଆଗୁଆ ରହିଛନ୍ତି ।
କୁକୁଡ଼ାଖଣ୍ଡି ଜୋନ ୮ରେ ବିଜେଡିର ଶିବାନୀ ସେଠୀ ଆଗୁଆ ରହିଛନ୍ତି ।

ଖୋର୍ଦ୍ଧା:-
ବେଗୁନିଆ ଜୋନ୍ ୨୨ରେ ବିଜେଡିର ପ୍ରକାଶ ସାହୁ ଆଗୁଆ ଅଛନ୍ତି ।
ବୋଲଗଡ଼ ଜୋନ ୨୫ରେ ବିଜେଡିର ସୁନନ୍ଦିତା ସାହୁ ଆଗୁଆ ଅଛନ୍ତି ।
ଚିଲିକା ଜୋନ ୪ରେ ବିଜେପିର ସୁକାନ୍ତି ଦେଇ ଆଗୁଆ ଅଛନ୍ତି ।

ଯାଜପୁର:-
ବିଂଝାରପୁର ଜୋନ ୨୫ରେ ବିଜେଡିର ଅହଲ୍ୟା ସ୍ୱାଇଁ ଆଗୁଆ ଅଛନ୍ତି ।
ଦାନଗଦି ଜୋନ ୮ରେ ବିଜେଡିର ସ୍ମୃତିରାଣୀ ରାଉତ ଆଗୁଆ ଅଛନ୍ତି ।
କଟକ:-
ମାହାଙ୍ଗା ଜୋନ ୩୯ରେ ବିଜେଡି ଆଗୁଆ ରହିଛି ।

ନୟାଗଡ଼ା:-
ଜୋନ୍ ୧୬ରେ ବିଜେଡି ପ୍ରାର୍ଥୀ ଯସ୍ମିନ ଦାଶ ଆଗୁଆ ରହିଛନ୍ତି ।
ନୟାଗଡ଼ ଜୋନ ୧୨ରେ ବିଜେଡିିର ସୁବାସ କହଁର ଆଗୁଆ ଅଛନ୍ତି ।
ଓଡ଼ଗାଁ ଜୋନ ୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ ଅଛନ୍ତି ।
ରଣପୁର ଜୋନ ୧ରେ ବିଜେଡିର ରଜନୀରାଣୀ ପଟ୍ଟନାୟକ ଆଗୁଆ ଅଛନ୍ତି ।

ରାୟଗଡ଼ା:-
ରାମନାଗୁଡ଼ା ୧୮ ନମ୍ବର ଜୋନରେ ବିଜେଡ଼ିର ଗଗନ ଆଚାର୍ଯ୍ୟ ଆଗୁଆ ରହିଛନ୍ତି ।
ଗୁଣପୁର ଜୋନ-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ଆଗୁଆ ଅଛନ୍ତି ।

ବୌଦ୍ଧ:-
୪ ନମ୍ବର ଜୋନରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ ରହିଛନ୍ତି ।
କଣ୍ଟାମାଳ ଜୋନ ୧ରେ ବିଜେପିର ପଦ କହଁର ଆଗୁଆ ଅଛନ୍ତି ।

କେନ୍ଦୁଝର :-
ଆନନ୍ଦପୁର ଜୋନ ୧ରେ ବିଜେଡ଼ିର ଟୁନି ରଣା ଆଗୁଆ ଅଛନ୍ତି ।
କେନ୍ଦୁଝର ଜୋନ୍ ୪ରେ ବିଜେଡ଼ିର ଲୀଳାବତୀ ମହାନ୍ତି ଆଗୁଆ ଅଛନ୍ତି ।
ଘଟଗାଁ ଜୋନ ୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତି ଆଗୁଆ ଅଛନ୍ତିି ।
ପାଟଣା ଜୋନ ୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ ଅଛନ୍ତି ।
ଘସିପୁରା ଜୋନ ୧୦ରେ ବିଜେଡିର ମଧୁସ୍ମିତା ଦାସ ଆଗୁଆ ଅଛନ୍ତି ।
ଯୋଡ଼ା ଜୋନ ନମ୍ବର ୨୬ରେ ବିଜେଡିର ଶଶିକାନ୍ତ ଖିଲାର ଆଗୁଆ ଅଛନ୍ତି ।

କୋରାପୁଟ:-
ଜୟପୁର ଜୋନ ୧ରେ ବିଜେଡିର ତପତୀ ପଟ୍ଟନାୟକ ଆଗୁଆ ଅଛନ୍ତି ।

ମୟୁରଭଞ୍ଜ:-
କରଞ୍ଜିଆ ଜୋନ ୬ରେ ବିଜେଡିର ବୀଣାପାଣି ନାଏକ ଆଗୁଆ ଅଛନ୍ତି ।

ସୁନ୍ଦରଗଡ଼:-
କୋଇଡା(କ)ରେ ସିପିଆଇଏମର ସୁଶିଲ ମୁଣ୍ଡା ଆଗୁଆ ଅଛନ୍ତି ।
ଟାଙ୍ଗରପାଲି ଜୋନ ୧ରେ ବିଜେପିର ପୂଜା ପଟେଲ ଆଗୁଆ ଅଛନ୍ତି ।
କୁତ୍ରା ଜୋନ ୧ରେ ବିଜେଡିର ପିଙ୍କି ସୁନାନୀ ଆଗୁଆ ରହିଛନ୍ତି ।
ବଡ଼ଗାଁ ଜୋନ ୧ରେ ବିଜେପିର ବସନ୍ତ ଦଣ୍ଡସେନା ଆଗୁଆ ରହିଛନ୍ତି ।

ବରଗଡ଼:-
ଜୋନ ୧ରେ ବିଜେପିର ମୁକ୍ତା ସାହୁ ଆଗୁଆ ରହିଛନ୍ତି ।
ଅମ୍ବାଭୋନା ଜୋନ ୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ ରହିଛନ୍ତି ।
ଝାରବନ୍ଧ ଜୋନ ୧ରେ ବିଜେପିର ଗରିବା ଭୋଇ ଆଗୁଆ ଅଛନ୍ତି ।
ଅତାବିରା ଜୋନ ୧ରେ ବିଜେଡିର ସୁଦାମ ଜାଲ ଆଗୁଆ ଅଛନ୍ତି ।

ପୁରୀ:-
କଣାସ ଜୋନ ୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ ଅଛନ୍ତି ।
ଅନୁଗୁଳ:-
ଅନୁଗୁଳ ଜୋନ ୧ରେ କାଜଲ ପଟ୍ଟନାୟକ ଆଗୁଆ ଅଛନ୍ତି ।
ପାଲଲହଡ଼ା ଜୋନ ୨୨ରେ ବିଜେପିର ଗୁରୁଚରଣ ହେମ୍ବ୍ରୁମ ଆଗୁଆ ରହିଛନ୍ତି ।

ବାଲେଶ୍ୱର:-
ବାଲେଶ୍ୱର ସଦର ଜୋନ ୧ରେ ବିଜେଡିର ସଞ୍ଜୟ ଦାସ ଆଗୁଆ ରହିଛନ୍ତି ।
ବସ୍ତା ଜୋନ ୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ଆଗୁଆ ରହିଛନ୍ତି ।

ବଲାଙ୍ଗିର:-
ବେଲପଡ଼ା ଜୋନ ୧ରେ ବିଜେଡ଼ିର ଜୟ ଧରୁଆ ଆଗୁଆ ଅଛନ୍ତି ।
ଟିଟିଲାଗଡ଼ ଜୋନ ୭ରେ ବିାଜଡିର ଗୀତା ବିଶି ଆଗୁଆ ଅଛନ୍ତି ।

ନବରଙ୍ଗପୁର:-
ଚନ୍ଦାହାଣ୍ଡି ଜୋନ ୧ରେ ବିଜେଡିର ବର୍ଷାରାଣୀ ପଟେଲ ଆଗୁଆ ଅଛନ୍ତି ।
ନବରଙ୍ଗପୁର ଜୋନ ୧ରେ କଂଗ୍ରେସର କପୁର ଚନ୍ଦ୍ର ନାଏକ ଆଗୁଆ ଅଛନ୍ତି ।
ଡାବୁଗାଁ ଜୋନ ୧୨ରେ ବିଜେଡିର ଧନସିଂ ଭତ୍ରା ଆଗୁଆ ରହିଛନ୍ତି ।

Get real time updates directly on you device, subscribe now.