fbpx

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚାଲିଛି ଭୋଟ ଗଣତି : ଜାଣନ୍ତୁ ୧୧ଟା ୩୦ ସୁଦ୍ଧା କିଏ ଆଗୁଆ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟନ ନିର୍ବାଚନ ସରିଥିବା ବେଳେ ଆଜି ଭୋଟ ଗଣତି ଚାଲିଛିି । ୩ ଦିନ ଧରି ଚାଲିବ ଭୋଟ ଗଣତି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଚାଲିଛଇ । ୩୧୪ ବ୍ଲକର ଗୋଟିଏ ଲେଖାଏଁ ଜୋନ ପାଇଁ ଗଣତି ହେଉଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ୨ଟି ଜୋନର ଗଣତି ଚାଲିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡ଼ି ୨୨୪ରେ ଆଗୁଆ ଥିବା ବେଳେ ବିଜେପି ୩୨, କଂଗ୍ରେସ ୧୪ ଓ ଅନ୍ୟାନ୍ୟ ପ୍ରାର୍ଥୀ ୫ରେ ଆଗୁଆ ରହିଛନ୍ତି ।
ତେବେ ଆସନ୍ତୁ ଜାଣିବା ଜିଲ୍ଲା ପରିଷଦ ପ୍ରାର୍ଥୀ ହିସାବରେ କିଏ ଆଗୁଆ ରହିଛି…

ଖୋର୍ଦ୍ଧା:-
ବେଗୁନିଆ ଜୋନ୍ ୨୨ରେ ବିଜେଡିର ପ୍ରକାଶ ସାହୁ ଆଗୁଆ ଅଛନ୍ତି ।
ବୋଲଗଡ଼ ଜୋନ ୨୫ରେ ବିଜେଡିର ସୁନନ୍ଦିତା ସାହୁ ଆଗୁଆ ଅଛନ୍ତି ।
ଚିଲିକା ଜୋନ ୪ରେ ବିଜେପିର ସୁକାନ୍ତି ଦେଇ ଆଗୁଆ ଅଛନ୍ତି ।
ଖୋର୍ଦ୍ଧା ଜୋନ ୧ରେ ବିଜେପିର ପ୍ରବୀଣା ଭଞ୍ଜଦେଓ ଆଗୁଆ ଅଛନ୍ତି ।
ଜଟଣୀ ଜୋନ ୭ରେ ବିଜେଡିର ମୋହିନୀ ନାଏକ ଆଗୁଆ ଅଛନ୍ତିି ।

ଗଞ୍ଜାମ:-
ଆସିକା ଜୋନ୍ ୧ରେ ବିଜେଡିିର ତନ୍ମୟୀ ନାହାକ ଆଗୁଆ ରହିଛନ୍ତି ।
ସୋରଡ଼ା ଜୋନ୍ ୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ ରହିଛନ୍ତି ।
ବୁଗୁଡ଼ା ଜୋନ ୪ରେ ବିଜେଡ଼ିର ସସ୍ମିତା ସ୍ୱାଇଁ ଆଗୁଆ ରହିଛନ୍ତି ।
ବେଲଗୁଣ୍ଠା ଜୋନ ୪୭ରେ ବିାଜଡିର ପୂର୍ଣ୍ଣାବାସୀ ନାଏକ ଆଗୁଆ ରହିଛନ୍ତି ।
କୁକୁଡ଼ାଖଣ୍ଡି ଜୋନ ୮ରେ ବିଜେଡିର ଶିବାନୀ ସେଠୀ ଆଗୁଆ ରହିଛନ୍ତି ।
ପୁରୁଷୋତ୍ତମପୁର ଜୋନ ୩୫ରେ ବିଜେଡିର ପିଙ୍କି ନାହାକ ଆଗୁଆ ଅଛନ୍ତି ।
ସାନଖେମୁଣ୍ଡି ଜୋନ ୫୯ରେ ବିଜେଡିର ବିଜୟ ପ୍ରଧାନ ଆଗୁଆ ଅଛନ୍ତି ।
ପୋଲସରା ଜୋନ ୩୮ରେ ବିଜେପିର ଧର୍ମେନ୍ଦ୍ର ପାଢ଼ୀ ଆଗୁଆ ଅଛନ୍ତି ।
ଜଗନ୍ନାଥ ଜୋନ ୨୨ରେ ବିଜେଡିର ଶିବ ସେଠୀ ଆଗୁଆ ଅଛନ୍ତି ।
କବିସୂର୍ଯ୍ୟନଗର ଜୋନ ୫ରେ ବିଜେଡିର ବଳରାମ ପ୍ରଧାନ ଆଗୁଆ ଅଛନ୍ତି ।
ହିଂଜିଳି ଜୋନ ୬୭ରେ ବିଜେଡିର ନନ୍ଦୀ ସୁଦେଷ୍ଣା ଆଗୁଆ ଅଛନ୍ତି ।
ଖଲ୍ଲିକୋଟ ଜୋନ ୧୧ରେ ବିଜେଡିର ସୋନମ ପଲେଇ ଆଗୁଆ ଅଛନ୍ତି ।

ଜଗତସିଂହପୁର:-
ଏରସାମ ଜୋନ ୧ରେ ବିଜେଡିର ପ୍ରଣମ ସ୍ୱାଇଁ ଆଗୁଆ ଅଛନ୍ତି ।
ବାଲିକୁଦା ବ୍ଲକ ଜୋନ ୧ରେ ବିଜେଡିର ଡଲି ପଣ୍ଡା ଆଗୁଆ ଅଛନ୍ତି ।
ନାଉଗାଁ ଜୋନ ୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ ଅଛନ୍ତି ।

ଯାଜପୁର:-
ବିଂଝାରପୁର ଜୋନ ୨୫ରେ ବିଜେଡିର ଅହଲ୍ୟା ସ୍ୱାଇଁ ଆଗୁଆ ଅଛନ୍ତି ।
ଦାନଗଦି ଜୋନ ୮ରେ ବିଜେଡିର ସ୍ମୃତିରାଣୀ ରାଉତ ଆଗୁଆ ଅଛନ୍ତି ।
ଯାଜପୁର ଜୋନ ୨୯ରେ ବିଜେଡିର ପ୍ରେମାନନ୍ଦ ଜେନା ଆଗୁଆ ଅଛନ୍ତି ।

କଟକ:-
ବାରଙ୍ଗ ଜୋନ ୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଗୁଆ ଅଛନ୍ତି ।
ଟାଙ୍ଗି-ଚୌଦ୍ୱାର ଜୋନ ୧୦ରେ ବିଜେଡିର ବିଶ୍ୱଜିତ ପ୍ରଧାନ ଆଗୁଆ ଅଛନ୍ତି ।
ମାହାଙ୍ଗା ଜୋନ ୩୯ରେ ବିଜେଡି ଆଗୁଆ ରହିଛି ।

ଢେଙ୍କାନାଳ:-
ଗଁଦିଆ ଜୋନ ୧୦ରେ ବିଜେଡିର ବିଶ୍ୱନାଥ ଚିନାରା ଆଗୁଆ ଅଛନ୍ତି ।
କାମାକ୍ଷାନଗର ଜୋନ ୭ରେ ବିଜେଡିର ଦୀପ୍ତିମୟୀ ବିଶ୍ୱାଳ ଆଗୁଆ ଅଛନ୍ତି ।

କନ୍ଧମାଳ:-
ଜି.ଉଦୟଗିରି ଜେନା ୫ରେ ବିଜେପିର ସତ୍ୟଭାମା ନାଏମ ଆଗୁଆ ଅଛନ୍ତି ।
କୋଟଗଡ଼ ଜୋନ ୨ରେ ବିଜେଡିର ସୁଶାନ୍ତ କହଁର ଆଗୁଆ ଅଛନ୍ତି ।
ବାଲିଗୁଡ଼ା ଜୋନ ୧୫ରେ ବିଜେଡିର ନନ୍ଦିନୀ ମଲ୍ଲିକ ଆଗୁଆ ଅଛନ୍ତି ।

ନୟାଗଡ଼ା:-
ଜୋନ୍ ୧୬ରେ ବିଜେଡି ପ୍ରାର୍ଥୀ ଯସ୍ମିନ ଦାଶ ଆଗୁଆ ରହିଛନ୍ତି ।
ନୟାଗଡ଼ ଜୋନ ୧୨ରେ ବିଜେଡିିର ସୁବାସ କହଁର ଆଗୁଆ ଅଛନ୍ତି ।
ଓଡ଼ଗାଁ ଜୋନ ୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ ଅଛନ୍ତି ।
ରଣପୁର ଜୋନ ୧ରେ ବିଜେଡିର ରଜନୀରାଣୀ ପଟ୍ଟନାୟକ ଆଗୁଆ ଅଛନ୍ତି ।

ରାୟଗଡ଼ା:-
ରାମନାଗୁଡ଼ା ୧୮ ନମ୍ବର ଜୋନରେ ବିଜେଡ଼ିର ଗଗନ ଆଚାର୍ଯ୍ୟ ଆଗୁଆ ରହିଛନ୍ତି ।
ଗୁଣପୁର ଜୋନ-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ଆଗୁଆ ଅଛନ୍ତି ।

ବୌଦ୍ଧ:-
୪ ନମ୍ବର ଜୋନରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ ରହିଛନ୍ତି ।
କଣ୍ଟାମାଳ ଜୋନ ୧ରେ ବିଜେପିର ପଦ କହଁର ଆଗୁଆ ଅଛନ୍ତି ।

କେନ୍ଦୁଝର :-
ଆନନ୍ଦପୁର ଜୋନ ୧ରେ ବିଜେଡ଼ିର ଟୁନି ରଣା ଆଗୁଆ ଅଛନ୍ତି ।
କେନ୍ଦୁଝର ଜୋନ୍ ୪ରେ ବିଜେଡ଼ିର ଲୀଳାବତୀ ମହାନ୍ତି ଆଗୁଆ ଅଛନ୍ତି ।
ଘଟଗାଁ ଜୋନ ୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତି ଆଗୁଆ ଅଛନ୍ତିି ।
ପାଟଣା ଜୋନ ୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ ଅଛନ୍ତି ।
ଘସିପୁରା ଜୋନ ୧୦ରେ ବିଜେଡିର ମଧୁସ୍ମିତା ଦାସ ଆଗୁଆ ଅଛନ୍ତି ।
ଯୋଡ଼ା ଜୋନ ନମ୍ବର ୨୬ରେ ବିଜେଡିର ଶଶିକାନ୍ତ ଖିଲାର ଆଗୁଆ ଅଛନ୍ତି ।
ତେଲକୋଇ ଜୋନ ୧୯ରେ ବିଜେପିର ଶୈଳବାଳା ନାଏକ ଆଗୁଆ ଅଛନ୍ତିି ।
ପାଟଣା ଜୋନ ୭ରେ ବିଜେପିର ସତ୍ୟବ୍ରତ ନାଏକ ଆଗୁଆ ଅଛନ୍ତି ।

କୋରାପୁଟ:-
ଜୟପୁର ଜୋନ ୧ରେ ବିଜେଡିର ତପତୀ ପଟ୍ଟନାୟକ ଆଗୁଆ ଅଛନ୍ତି ।

ମୟୁରଭଞ୍ଜ:-
କରଞ୍ଜିଆ ଜୋନ ୬ରେ ବିଜେଡିର ବୀଣାପାଣି ନାଏକ ଆଗୁଆ ଅଛନ୍ତି ।
ଗୋପବନ୍ଧୁ ନଗର ଜୋନ ୧୪ରେ ବିଜେପିର ସୁଶାନ୍ତି ପରିଡ଼ା ଆଗୁଆ ଅଛନ୍ତି ।
କପ୍ତିପଦା ଜୋନ ୩ରେ ବିଜେପିର ବିଜୟଲକ୍ଷ୍ମୀ ମାଝୀ ଆଗୁଆ ରହିଛନ୍ତି ।
ଖୁଣ୍ଡା ଜୋନ ୧୨ରେ ବିଜେଡିର ହୃଦାନନ୍ଦ ମୁର୍ମୁ ଆଗୁଆ ଅଛନ୍ତି ।
ବେତନଟୀ ଜୋନ ୩୫ରେ ବିାଜଡିର ବିଶ୍ୱନାଥ ହେମ୍ବୁମ ଆଗୁଆ ଅଛନ୍ତି ।
ଉଦାଳ ଜୋନ ୧ରେ ଜେଏମଏମର ଖିରମଣୀ ମୁର୍ମୁ ଆଗୁଆ ଅଛନ୍ତି ।
ବାରିପଦା ଜୋନ ୨୯ରେ ବିଜେପିର ପ୍ରଭାବତି ମହାନ୍ତ ଆଗୁଆ ।

ସୁନ୍ଦରଗଡ଼:-
କୋଇଡା(କ)ରେ ସିପିଆଇଏମର ସୁଶିଲ ମୁଣ୍ଡା ଆଗୁଆ ଅଛନ୍ତି ।
ଟାଙ୍ଗରପାଲି ଜୋନ ୧ରେ ବିଜେପିର ପୂଜା ପଟେଲ ଆଗୁଆ ଅଛନ୍ତି ।
କୁତ୍ରା ଜୋନ ୧ରେ ବିଜେଡିର ପିଙ୍କି ସୁନାନୀ ଆଗୁଆ ରହିଛନ୍ତି ।
ବଡ଼ଗାଁ ଜୋନ ୧ରେ ବିଜେପିର ବସନ୍ତ ଦଣ୍ଡସେନା ଆଗୁଆ ରହିଛନ୍ତି ।

ବରଗଡ଼:-
ଜୋନ ୧ରେ ବିଜେପିର ମୁକ୍ତା ସାହୁ ଆଗୁଆ ରହିଛନ୍ତି ।
ଅମ୍ବାଭୋନା ଜୋନ ୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ ରହିଛନ୍ତି ।
ଝାରବନ୍ଧ ଜୋନ ୧ରେ ବିଜେପିର ଗରିବା ଭୋଇ ଆଗୁଆ ଅଛନ୍ତି ।
ଅତାବିରା ଜୋନ ୧ରେ ବିଜେଡିର ସୁଦାମ ଜାଲ ଆଗୁଆ ଅଛନ୍ତି ।
ସୋହେଲା ଜୋନ ୩୨ରେ ବିଜେଡିର ଜାଇଫୁଲ ସିଂବରିହା ଆଗୁଆ ଅଛନ୍ତି ।
ପାଇକମାଳ ଜୋନ ୧୧ରେ ବିଜେଡିର ଗୀତାଞ୍ଜଳି ପୁଟା ଆଗୁଆ ଅଛନ୍ତି ।

ପୁରୀ:-
କଣାସ ଜୋନ ୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ ଅଛନ୍ତି ।

ଅନୁଗୁଳ:-
ଅନୁଗୁଳ ଜୋନ ୧ରେ କାଜଲ ପଟ୍ଟନାୟକ ଆଗୁଆ ଅଛନ୍ତି ।
ପାଲଲହଡ଼ା ଜୋନ ୨୨ରେ ବିଜେପିର ଗୁରୁଚରଣ ହେମ୍ବ୍ରୁମ ଆଗୁଆ ରହିଛନ୍ତି ।
କିଶୋରନଗର ଜୋନ ୧୧ରେ ବିଜେପିର ବବିତା ପ୍ରଧାନ ଆଗୁଆ ଅଛନ୍ତି ।
ଆଠମଲ୍ଲିକ ଜୋନ ୫ରେ ବିଜେଡିର ରଶ୍ମିରେଖା ମାହାର ଆଗୁଆ ଅଛନ୍ତି ।

ବାଲେଶ୍ୱର:-
ବାଲେଶ୍ୱର ସଦର ଜୋନ ୧ରେ ବିଜେଡିର ସଞ୍ଜୟ ଦାସ ଆଗୁଆ ରହିଛନ୍ତି ।
ବସ୍ତା ଜୋନ ୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ଆଗୁଆ ରହିଛନ୍ତି ।

ବଲାଙ୍ଗିର:-
ବେଲପଡ଼ା ଜୋନ ୧ରେ ବିଜେଡ଼ିର ଜୟ ଧରୁଆ ଆଗୁଆ ଅଛନ୍ତି ।
ଟିଟିଲାଗଡ଼ ଜୋନ ୭ରେ ବିାଜଡିର ଗୀତା ବିଶି ଆଗୁଆ ଅଛନ୍ତି ।
ଗୁଡ଼ଭେଲା ଜୋନ ୫ରେ କଂଗ୍ରେସର ମହ ନାଗ ଆଗୁଆ ଅଛନ୍ତି ।

ନବରଙ୍ଗପୁର:-
ଚନ୍ଦାହାଣ୍ଡି ଜୋନ ୧ରେ ବିଜେଡିର ବର୍ଷାରାଣୀ ପଟେଲ ଆଗୁଆ ଅଛନ୍ତି ।
ନବରଙ୍ଗପୁର ଜୋନ ୧ରେ କଂଗ୍ରେସର କପୁର ଚନ୍ଦ୍ର ନାଏକ ଆଗୁଆ ଅଛନ୍ତି ।
ଡାବୁଗାଁ ଜୋନ ୧୨ରେ ବିଜେଡିର ଧନସିଂ ଭତ୍ରା ଆଗୁଆ ରହିଛନ୍ତି ।
ଉମରକୋଟ ଜୋନ ୧ରେ ବିଜେଡିର ଚନ୍ଦନ ରାୟ ଆଗୁଆ ଅଛନ୍ତି ।
ପାପଡାହାଣ୍ଡି ଜୋନ ୨୦ରେ କଂଗ୍ରେସର ଉଆସୁଁ ମାଝୀ ଆଗୁଆ ଅଛନ୍ତି ।
ନନ୍ଦାହାଣ୍ଡି ଜୋନ ୧୮ରେ ବିଜେଡିର ନାରାୟଣ ରଥ ଆଗୁଆ ଅଛନ୍ତି ।

ଭଦ୍ରକ:-
ଭଣ୍ଡାରୀପୋଖରୀ ଜୋନ ୨୨ରେ ବିଜେଡିର ବଦ୍ରି ରାଉତ ଆଗୁଆ ଅଛନ୍ତି ।
ଜୋନ ୨୫ରେ ବିଜେଡିର ପ୍ରତିମା ଜେନା ଆଗୁଆ ଅଛନ୍ତି ।

ମାଲକାନଗିରି:-
କୋରକୋଣ୍ଡା ଜୋନ ୪ରେ କଂଗ୍ରେସର ରାମେ ପଡିଆମି ଆଗୁଆ ଅଛନ୍ତି ।
ଖଇରପୁର ଜୋନ ୬ରେ ବିାଜଡିର ବଳୀ ମାଝୀ ଆଗୁଆ ଅଛନ୍ତି ।
ମାଲକାନଗିରି ଜୋନ ୧ରେ ବିଜେଡିର କୁନି ଭୂମିଆ ଆଗୁଆ ଅଛନ୍ତି ।
ମାଥିଲି ଜୋନ ୮ରେ ବିଜେଡିର ଲକ୍ଷ୍ମୀପ୍ରିୟା ନାଏକ ଆଗୁଆ ଅଛନ୍ତି ।
ପଡ଼ିଆ ଜୋନ ୭ରେ ବିଜେପିର ଲିପ୍ସା ରାୟ ଆଗୁଆ ଅଛନ୍ତି ।
ଚିତ୍ରକୋଣ୍ଡା ଜୋନ ୧୪ରେ ବିଜେଡିର ଭେଙ୍କଟେଶ୍ୱର ପପୁଲୁ ଆଗୁଆ ଅଛନ୍ତି ।

ଝାରସୁଗୁଡ଼ା:-
ଲଇକେରା ଜୋନ ୧ରେ ବିଜେଡିର ତୁଲାବତୀ ମିଞ୍ଜ ଆଗୁଆ ଅଛନ୍ତି ।
କୋଲାବିରା ଜୋନ ୧ରେ ବିଜେଡିର ନୃପଲାଲ ପଶାୟତ ଆଗୁଆ ଅଛନ୍ତି ।
ଝାରସୁଗୁଡ଼ା ସଦର ଜୋନ ୧ରେ ବିଜେଡିର ଝରଣା ସାଗର ଆଗୁଆ ଅଛନ୍ତି ।

Get real time updates directly on you device, subscribe now.