fbpx

ଦୀର୍ଘ ସମୟ ଧରି ଟାଇଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଭୋଗିପାରନ୍ତି ଏହି କଷ୍ଟ

ଅଫିସ ହେଉବା ବାହାରକୁ ଯିବାବେଳେ ଲୋକମାନେ ବେଲ୍ଟ ବାନ୍ଧିଥାନ୍ତି । କିନ୍ତୁ ଆପଣ ଜାଣନ୍ତି ବେଲ୍ଟ ବାନ୍ଧିବା ସମୟରେ ଅଜାଣତରେ ଏପରି କିଛି ଭୁଲ୍ କରନ୍ତି, ଯେଉଁ କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ଆସନ୍ତୁ ଜାଣିବା ସେହି ଭୁଲଗୁଡିକ ବିଷୟରେ…

– ଯଦି ଆପଣ ବେଲ୍ଟକୁ ଜୋରରେ ବାନ୍ଧୁଛନ୍ତି, ତେବେ ଏହା ତୁମର ପେଲଭିକ୍ ଅଞ୍ଚଳରୁ ବାହାରୁଥିବା ଧମନୀ, ଶିରା, ମାଂସପେଶୀ ଏବଂ ଅନ୍ତନଳୀ ଉପରେ ଚାପ ସୃଷ୍ଟି କରେ ।

– ତୁମର ଏହି ଅଭ୍ୟାସ ହେତୁ ସ୍ପର୍ମ ସଂଖ୍ୟା ମଧ୍ୟ ହ୍ରାସ ହୋଇପାରେ ଓ ପୁରୁଷମାନଙ୍କର ଫଟିଲିଟୀ ହ୍ରାସ ହେବାର ସମ୍ଭାବନା ବଢ଼ିଥାଏ ।

– ଦୀର୍ଘ ସମୟ ଧରି ଏକ ଟାଇଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ମେରୁଦଣ୍ଡରେ ସମସ୍ୟା ସୃଷ୍ଟି ହୋଇପାରେ । ଏହା ସହିତ ଶରୀରର ସେଣ୍ଟର ଅଫ୍ ଗ୍ରେଭିଟିରେ ବି ପରିବର୍ତ୍ତନ ଆସିଥାଏ । ଏହି କାରଣରୁ ଆଣ୍ଠୁ, ଗଣ୍ଠି ଉପରେ ବହୁତ ପ୍ରେସର ପଡ଼ିଥାଏ ।

Get real time updates directly on you device, subscribe now.