fbpx
BSKY
BJD SHG SKY
BJD YOUTH SKY

ହଠାତ ସୁଗାର ବଢିଲେ କ’ଣ କରିବେ? ତେବେ କରନ୍ତୁ ଏହି ୩ଟି ଉପାୟ

ଓଡିଶା ଭାସ୍କର : ଡାଇବେଟିସ ଏକ ଏପରି ରୋଗ ଯାହା ସବୁ ବର୍ଗର ଲୋକମାନଙ୍କୁ ଏବେ ଆକ୍ରାନ୍ତ କରିଛି । ଯାହା ଫଳରେ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟକୁ ଖାଇ ପାରୁ ନାହାନ୍ତି । ତେବେ ଏହାକୁ କଣ୍ଟ୍ରୋଲରେ ରଖିବା ପାଇଁ ଆପଣଙ୍କୁ ନିଜ ଉପରେ ଧ୍ୟାନ ଦେବାକୁ ପଡିବ । ଏହା କରିବା ଦ୍ୱାରା ଆପଣ ଆପଣଙ୍କ ଶରୀରରେ ସୁଗାର ଲେବଲକୁ କମ କରିପାରିବେ । କିନ୍ତୁ ଜଦି ତୁମ ଚିନିସ୍ତର ହଠାତ ବଢିଯିବ ତେବେ କ’ଣ କରିବେ । ଏହି ପରିସ୍ଥିତିରେ ଆପଣ ଭୟଭିତ ହେବା ଆବଶ୍ୟକ ନାହିଁ । ଆପଣ ଏହି ଟିପ୍ସ ଗୁଡିକ ଆପଣାଇ ଆପଣ ଆପଣଙ୍କର ସୁଗାର ଲେବଲ କମ କରିପାରିବେ । ଏହା ଆପଣଙ୍କ ଶରୀରରେ ମେଟାବଲିଜିମକୁ ମଧ୍ୟ ବଢିବାକୁ ଦେଇ ନଥାଏ ।
ଆପଣ ପାଣିର ସେବନ ଅଧିକ କରନ୍ତୁ, ଏହା ଆପଣଙ୍କ ସୁଗାର ଲେବଲକୁ କମ କରିବ ।
ପ୍ରତି ଦିନ ୩୦ରୁ ୪୫ ମିନିଟ ଏକସରସାଇଜ କରନ୍ତୁ । ଏହା ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ସୁଗାର ଲେବଲ କମିଯିବ ।
ଅଧିକ ଫାଇବରଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଏହା ଆପଣଙ୍କ ସୁଗାର ଲେବଲକୁ ବଢାଇ ଦେବ ।

Get real time updates directly on you device, subscribe now.