fbpx

ଖେଳୁଥିବା ବେଳେ ୯ ବର୍ଷର ପିଲା ଦେହରେ ପଶିଗଲା ଲୁହାରଡ୍‌, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Advertisement

ଭୁବନେଶ୍ୱର: ବରଗଡରୁ ଆସିଛି ପୁଣି ଏକ ଦୁଃଖଦ ଖବର । ଜଣେ ୯ ବର୍ଷର ନାବାଳିକା ଦେହରେ ପଶିଯାଇଛି ଲୁହା ରଡ୍ । ଭଟଲିର ଜୀବନ ପାତିକାରଙ୍କ ଦେହରେ ପଶିଗଲା ଲୁହାରଡ୍ ।
ଖେଳୁଥିବା ଅବସ୍ଥାରେ ଶିଶୁଟିର ଶରୀରରେ ଏକ ଲୁହା ରଡ୍ ପଶିଯାଇଥିଲା । ଘଟଣା ପରେ ଶିଶୁକୁ ବୁର୍ଲା ମେଡିକାଲ୍ ସ୍ଥାନାନ୍ତର କରାଯାଇଛି । ସେଠାରେ ତା’ର ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Get real time updates directly on you device, subscribe now.