fbpx

ନୟାଗଡ଼ ଓ ନୂଆପଡ଼ା ଜିଲ୍ଲା ପରିଷଦରୁ କାହାକୁ ମିଳିଲା ଅଧିକ ଭୋଟ୍? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ତେବେ ଆସନ୍ତୁ ଜାଣିବା ତୃତୀୟ ପର୍ଯ୍ୟାୟ ଗଣତିରେ ନୟାଗଡ଼ ଓ ନୂଆପଡ଼ାରୁ କିଏ ବିଜୟୀ ହୋଇଛନ୍ତି…

ନୟାଗଡ଼ ଜିଲ୍ଲା ପରିଷଦର ଫଳାଫଳ:-
ନୟାଗଡ଼ ଜୋନ ୧୭ରେ ବିଜେଡିର ପ୍ରତୀମା ଦଳବେହେରା ବିଜୟୀ ।
ଓଡ଼ଗାଁ ଜୋନ ୨ରେ ବିଜେଡିର ବିରଜାଲକ୍ଷ୍ମୀ ସାହୁ ବିଜୟୀ ।
ନୟାଗଡ଼ ଜୋନ ୧୩ରେ ବିଜେଡିର କ୍ଷୀରୋଦ ମହାପାତ୍ର ବିଜୟୀ ।
ଦଶପଲ୍ଲା ଜୋନ ୧୦ରେ ବିଜେଡିର ସତ୍ୟଭାମା ନାୟକ ବିଜୟୀ ।
ରଣପୁର ୨୨ରେ ବିଜେଡିର ଦେବାଶିଷ ପଟ୍ଟନାୟକ ବିଜୟୀ ।
ଭାପୁର ୧୯ରେ ବିଜେଡିର ସୁଶାନ୍ତ ସାହୁ ବିଜୟୀ ।
ଖଣ୍ଡପଡ଼ା ୬ରେ ସ୍ୱାଧୀନ ପ୍ରାର୍ଥୀ ଉଜ୍ୱଳା ମହାରଣା ବିଜୟୀ ।

ନୂଆପଡ଼ା ଜିଲ୍ଲା ପରିଷଦର ଫଳାଫଳ:-
ସିନାପାଲି ୧୩ରେ ବିଜେଡିର ଯାଞ୍ଜସେନୀ କଟା ବିଜୟୀ ।
କୋମନା ଜୋନ ୨ରେ ବିଜେଡିର ଅବନୀ ଯୋଶୀ ବିଜୟୀ ।
ନ୍ରୂାପଡ଼ା ଜୋନ ୮ରେ ବିଜେଡିର ଭାନୁପ୍ରତାପ ସିଂ ମାଝୀ ବିଜୟୀ ।
ଖଡ଼ିଆଳ ଜୋନ ୫ରେ ବିଜେଡିର ତନୟା ଶବର ବିଜୟୀ ।
ବୋଡ଼େନ ୧୧ରେ ବିଜେଡିର ସ୍ମୃତିସି ମାଝୀ ବିଜୟୀ ।

Get real time updates directly on you device, subscribe now.