fbpx

ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଜୋନରୁ କିଏ ବିଜୟୀ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା ଗଣତିରେ ଅନୁଗୁଳ ଓ ସୁନ୍ଦରଗଡ଼ରୁ କିଏ ବିଜୟୀ ହୋଇଛନ୍ତି…

ଅନୁଗୁଳ ଜିଲ୍ଲା ପରିଷଦର ଫଳାଫଳ:-

ଅନୁଗୁଳ ସଦର ଜେନା ୨ରେ ବିଜେଡିର ରେବତୀ ନାୟକ ବିଜୟୀ ।
କଣିହାଁ ୯ରେ ବିଜେଡିର ରଞ୍ଜନ ସାହୁ ବିଜୟୀ ।
ଛେଣ୍ଡିପଦା ୧୫ରେ ବିଜେପିର ଯଶୋବନ୍ତ ବେହେରା ବିଜୟୀ ।
ତାଳଚେର ୧୯ରେ ବିଜେଡିର ବବ୍ରୁ ପ୍ରସାଦ ପତି ବିଜୟୀ ।
ବଅଁରପାଳ ୨୬ରେ ବିଜେଡିର ସୁଶିଳା ନାୟକ ବିଜୟୀ ।
ପାଲଲହଡ଼ା ଜୋନ ୨୩ରେ ବିଜେଡିର ସାବିତ୍ରୀ ମାଝୀ ବିଜୟୀ ।
କିଶୋରନଗର ୧୨ରେ ବିଜେଡିର ଅନୁପମା ସାହୁ ବିଜୟୀ ।
ଆଠମଲ୍ଲିକ ୬ରେ ବିଜେଡିର ଯୁଧିଷ୍ଠିର ସିଂହ ବିଜୟୀ ।
ପାଲଲହଡ଼ା ୨୪ରେ ବିଜେଡିର ଇନ୍ଦିରା ହେମ୍ବ୍ରମ ଆଗୁଆ ।

ସୁନ୍ଦରଗଡ଼ ଜିଲ୍ଲା ପରିଷଦର ଫଳାଫଳ:-

କୁତ୍ରା ଜୋନ ୫ରେ ବିଜେଡିର ଗଙ୍ଗାରାମ ମିଞ୍ଜ ବିଜୟୀ ।
କୋଇଡା ୬ରେ ବିଜେଡିର ଅଶୋକ ନାୟକ ବିଜୟୀ ।
କୁଆଁରମୁଣ୍ଡା ୨ରେ ବିଜେଡିର ରାଜେନ୍ଦ୍ର କୁଜୁର ବିଜୟୀ ।
ବଡ଼ଗାଁ ଜୋନ ୧୪ରେ ବିଜେଡିର ସୋନାଲି ହେସ୍ ବିଜୟୀ ।
ରାଜଗାଙ୍ଗପୁର ଜୋନ ୨୨ରେ ବିଜେଡିର ଜ୍ୟୋତି କୁଜୁର ବିଜୟୀ ।
ସୁନ୍ଦରଗଡ଼ ସଦର ୨୬ରେ ବିଜେଡିର ମଞ୍ଜୁଲତା ନାୟକ ବିଜୟୀ ।
ନୂଆଗାଁ ୧୨ରେ ବିଜେପିର ସଞ୍ଜିତା କିସପଟ୍ଟା ବିଜୟୀ ।
ହେମଗିରି ଜୋନ ୨୮ରେ ବିଜେଡିର ମହିଳା ସେଠ ବିଜୟୀ ।
ବାଲିଶଙ୍କରା ଜୋନ ୧୮ରେ ବିଜେଡିର ଜୟନ୍ତୀ ଟପ୍ପୋ ଆଗୁଆ ।
ଟାଙ୍ଗରପାଲି ଜୋନ ୧୦ରେ ବିଜେଡିର କୁନ୍ତି ପ୍ରଧାନ ବିଜୟୀ ।
ବଣାଇ ଜୋନ ୧୬ରେ ବିଜେଡିର ରାମଚନ୍ଦ୍ର ସାହୁ ବିଜୟୀ ।
ବିଶ୍ରା ୨୦ରେ ବିଜେଡିର ଦଶମୀ ମିଞ୍ଜ ବିଜୟୀ ।
ସବଡେଗା ୨୪ରେ ବିଜେଡିର ଜଲମୀ କେର୍କେଟା ବିଜୟୀ ।
ଲାଠିକଟା ୩୨ରେ ବିଜେଡିର ସଂଯୁକ୍ତାବିନ୍ଦୁ ବାର୍ଲା ବିଜୟୀ ।
ଲେଫ୍ରିପଡ଼ା ୩୪ରେ ବିଜେଡିର ଅଞ୍ଜଳି ଘୋଷ ବିଜୟୀ ।
ଲହୁଣୀପଡ଼ା ୩୦ରେ ବିଜେଡିର ସୁଶିଲା ନାୟକ ବିଜୟୀ ।
ଗୁରୁଣ୍ଡିଆ ୮ରେ ବିଜେଡିର କମଲ ଲାକ୍ରା ବିଜୟୀ ।
ଲାଠିକଟା ୩୩ରେ ବିଜେଡିର ତ୍ରିଲୋଚନ ସିଂ ଆଗୁଆ ।

Get real time updates directly on you device, subscribe now.