fbpx

କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲା ପରିଷଦ ଜୋନରୁ କିଏ ମାରିଲା ବାଜି? ଜାଣନ୍ତୁ ଫଳାଫଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ତୃତୀୟ ଦିନ । ୨୩୦ ଜିଲ୍ଲା ପରିଷଦ ଜୋନର ଆଜି ଆସିବ ଫଳାଫଳ । କଡ଼ା ସୁରକ୍ଷାରେ ଚାଲିଛି ଭୋଟ ଗଣତି । ପ୍ରଥମ ଓ ଦ୍ୱିତୀୟ ଦିନରେ ବାଜିମାତ କରିଛି ବିଜେଡି । ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ସୁଦ୍ଧା ଗଣତିରେ କଳାହାଣ୍ଡି ଓ କନ୍ଧମାଳରୁ କିଏ ବିଜୟୀ ହୋଇଛନ୍ତି…

କଳାହାଣ୍ଡି ଜିଲ୍ଲା ପରିଷଦର ଫଳାଫଳ:-

କର୍ଲାମୁଣ୍ଡା ୪ରେ କଂଗ୍ରେସର ସୁରେଶ ଚୌଧୁରୀ ବିଜୟୀ ।
କେସିଙ୍ଗା ୬ରେ ବିଜେଡିର ନରୋତ୍ତମ ଭାଟି ବିଜୟୀ ।
ଥି.ରାମପୁର ୨୨ରେ ବିଜେଡିର ଟୁନି ଖୋସଲା ବିଜୟୀ ।
ନର୍ଲା ୨୭ରେ ବିଜେଡିର ହରିଶଙ୍କର ମାଝୀ ବିଜୟୀ ।
ଲାଙ୍ଗିଗଡ଼ ୩୬ରେ ବିଜେଡିର ପରୀକ୍ଷିତ ନାୟକ ବିଜୟୀ ।
ଭବାନୀପାଟଣା ଜୋନ ୩୦ରେ ବିଜେଡିର ଦୟାନିଧି ନାୟକ ବିଜୟୀ ।
ଧର୍ମଗଡ଼ ୨୪ରେ ବିଜେଡିର ଶଙ୍କର ଜୁଏଡ ବିଜୟୀ ।
ଗୋଲମୁଣ୍ଡା ୧୨ରେ ବିଜେଡିର ସରିତା ମାଝୀ ବିଜୟୀ ।
ଏମ.ରାମପୁର ୩୪ରେ ବିଜେଡିର ମଞ୍ଜୁଲତା ଧରୁଆ ବିଜୟୀ ।
ଜୁନାଗଡ଼ ଜୋନ ୧୮ରେ ବିଜେଡିର ଶାମୁକାରାଣୀ କୁମ୍ଭାର ବିଜୟୀ ।
କଲମପୁର ୨ରେ ବିଜେଡିର ନିବେଦିତା ହଂସ ବିଜୟୀ ।
କୋକସରା ୯ରେ ବିଜେଡିର ତ୍ରିନାଥ ବାଗ ବିଜୟୀ ।
ଜୟପାଟଣା ୧୫ରେ ବିଜେଡିର ଦେବ ପୂଜାରୀ ବିଜୟୀ ।
ଭବାନୀପାଟଣା ୩୨ରେ ବିଜେଡିର ଲକ୍ଷ୍ମୀ ସାହୁ ଆଗୁଆ ।
କୋକସରା ୧୦ରେ ବିଜେଡିର ବୈଜୟନ୍ତ ପୂଜାରୀ ଆଗୁଆ ।
ଧର୍ମଗଡ଼୨୫ରେ ବିଜେଡିର ପ୍ରଣବ ଭଇଁସାଲ ଆଗୁଆ ।
ଗୋଲମୁଣ୍ଡା ୧୩ରେ ବିଜେଡିର ଜୟସେନା ସାହୁ ଆଗୁଆ ।
କେସିଙ୍ଗା ୭ରେ ବିଜେଡିର ସୁନିତା ଶବର ଆଗୁଆ ।
ନର୍ଲା ୨୮ରେ ବିଜେଡିର ଲିଲି ଦୀପ ଆଗୁଆ ।
ଭବାନୀପାଟଣା ୩୧ରେ ବିଜେଡିର ପୁଷ୍ପଲତା ନାଏକ ଆଗୁଆ ।
ଜୁନାଗଡ଼ ୧୯ରେ ବିଜେଡିର ଲାଲବାହାଦୂର ଜାନି ଆଗୁଆ ।

କନ୍ଧମାଳ ଜିଲ୍ଲା ପରିଷଦର ଫଳାଫଳ:-

ଖୁଜୁରୀପଡ଼ା ଜୋନ ୪ରେ ବିଜେପିର ଉର୍ବଶୀ ଦିଗାଲ ବିଜୟୀ ।
ଟିକାବାଲି ଜୋନ ୮ରେ ବିଜେଡିର ନମିତା କହଁର ବିଜୟୀ ।
ଦାରିଙ୍ଗବାଡ଼ି ଜୋନ ୧୧ରେ କଂଗ୍ରେସର ଦୀପିକା ମୁଠାମାଝୀ ବିଜୟୀ ।
ଫିରିଙ୍ଗିଆ ଜୋନ ୧୩ରେ ବିଜେଡିର ଜୟଶ୍ରୀ କହଁର ବିଜୟୀ ।
ବାଲିଗୁଡ଼ା ଜୋନ ୧୬ରେ ବିଜେଡିର ଆଶିଷ ଦିଗାଲ ବିଜୟୀ ।
ରାଇକିଆ ଜୋନ ୧୮ରେ ବିଜେଡିର ମମତାରାଣୀ ପ୍ରଧାନ ବିଜୟୀ ।

Get real time updates directly on you device, subscribe now.