Video: କିଏ ଏହି ମହିଳା …? ଯାହାଙ୍କର ବାଉରୀବନ୍ଧୁର ଏନକାଉଣ୍ଟର ପଛରେ ରହିଛି ବଡ଼ ହାତ

ଭୁବନେଶ୍ୱର: ବାଉରୀବନ୍ଧୁ ଯାହାକୁ ନେଇ କେବଳ ଓଡିଶା ନୁହେଁ ସାରା ଦେଶରେ ଚର୍ଚ୍ଚା, ଯେଉଁ ଓଡିଶା ମାଟିର ପୁଅ ମାତୃ ଭୂମି ପାଇଁ ଜୀବନ ଦେବାକୁ ସବୁବେଳେ ପ୍ରସ୍ତୁତ ସେହି ମାଟିର ପୁଅ ହିଁ ଲେଖିଥିଲା ଏକ କଳଙ୍କିତ ଅଧ୍ୟାୟ।

ନିଜ ଓଡିଶାମାଟି ପରିବାର ଓଡିଶା ଲୋକଙ୍କ ପାଇଁ ସାଜିଥିଲା କାଳ। ଓଡିଶାର ଅଖ୍ୟାତ ପଲ୍ଲୀରୁ ବାହରି ପୋଲିସ ପାଇଁ ପାଲଟି ଥିଲା କୁଖ୍ୟାତ ଦୁର୍ଦ୍ଦାନ୍ତ , ସବୁଠାରୁ ଭୟଙ୍କର , ମୋଷ୍ଟୱାଣ୍ଟେଡ ମାଓବାଦୀ।

ଯିଏ କେବଳ ଓଡିଶା ନୁହେଁ ୩-୩ଟି ରାଜ୍ୟର ପୋଲିସକୁ ନାକେଦମ କରି ରତ୍କଥିଲା। ତାର ଆତଙ୍କରେ ଥରି ଉଠୁଥିଲା ୩ ରାଜ୍ୟ। ଯାହାର ଟେର ପାଉ ନଥିଲେ ୩ ରାଜ୍ୟର ପୋଲିସ।

ସମସ୍ତ ଆଖିରୁ ନିଦ ହଜାଇ ଦେଇଥିଲା ମୋଧାବୀ ଛାତ୍ର ଖିବା ଏହି କୁଖ୍ୟାତ ମାଓବାଦୀକୁ ଧରିବା ୩ ରାଜ୍ୟର ସରାକର ବାଧ୍ୟ ଘୋଷଣା କରିଥିଲେ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି।

ଛତିାଗଡ଼ ସରକାର ୮ ଲକ୍ଷ, ଓଡିଶା ସରକାର ୫ ଲକ୍ଷ ଓ ଆନ୍ଧ୍ର ସରକାର ୫ ଲକ୍ଷ ଟଭ୍‌କାର ପୁରସ୍କାର ରାଶି ଘୋଷଣା ପରେ ବି କେହି ତାର ସନ୍ଧାନ ପାଉ ନଥିଲେ ଆଉ ଘଞ୍ଚ ଜଙ୍ଗଲରେ ସେ ଲୁଚି ରହି ଶୋଷି ଚାଲିଥିଲା ନିରିହଙ୍କ ରକ୍ତ।

ହେଲେ ତାର ସେ କଳା ସାମ୍ରାଜ୍ୟର ପର୍ଦ୍ଦାଫାଶ କରିଦେଲେ ଜଣେ ମହିଳା। ଯିଏକି ବାଉରୀବନ୍ଧୁ ମୃତ୍ୟୁର ସାଜିଲେ ସୁତ୍ରଧର। ତାର ସ ପୁରା ଶେଷ କରିଦେଲେ। ତାଙ୍କର ଗୋଟିଏ ବୟାନ ହିଁ ଉରୀବନ୍ଧୁ ପାଖରେ ପହଞ୍ଚିବା ଯଥେଷ୍ଟ ଥିଲା।

ଯଉ ବାଉରୀବନ୍ଧୁକୁ ଓରଫ ଦୁର୍ଦ୍ଦାାନ୍ତ ମାଓବାଦୀ ମୁନ୍ନାକୁ କେହି କେବେ ଦେଖି ନଥିଲେ ତାର ଫଟୋ ମଧ୍ୟ କାହାରି ପାଖରେ ନଥିଲା, ତାକୁ ଚହ୍ନିବା ଜାଣିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା।

ଏହି ମହିଳା ତାଙ୍କ ପାଖରେ ପହଞ୍ଚାବର ବାଟକୁ ସହଜ କରି ଦେଇଥିଲେ। ବାଉରୀବନ୍ଧୁୁର ଆପଣାର ଥିଲେ, କିନ୍ତୁ ମାଟି ମା ପାଇଁ ସେ ବାଉରୀବନ୍ଧୁ ସହ ବିଶ୍ୱାସ ଘାତକତା କରିବାକୁ ପଛାଇ ନଥିଲେ।

କୋଟି କୋଟି ଓଡିଶାଙ୍କ ଜୀବନ ବଞ୍ଚାଇବା ପାଇଁ ସେ ଦେଇଥିଲେ ପୋଲିସର ସାଥ୍‌। ଆଉ ଗୋଟି ଗୋଟି କରି ସବୁ ସତ କହି ଦେଇଥିଲେ। ୧୦ବର୍ଷ ତଳେ ଜଣେ ମହିଳା ମାଓ ବାଦି ଛତିଶଗଡ଼ ପୋଲିସ ନିକଟରେ ଆତ୍ମ ସମର୍ପଣ କରିବା ପରେ ବାଉରୀ ବନ୍ଧୁ ସମ୍ପର୍କରେ ଖୁଲାସା କରିଥିଲା।