fbpx

ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ କାହାର ହେଲା ବିଜୟ ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରଥମ ଦିନରେ ବହୁ ସିଟ୍ ସହ ବିଜେଡି ଆଗରେ ରହିଛି । ତେବେ ଆସନ୍ତୁ ଜାଣିବା ଗଞ୍ଜାମ, ଗଜପତି ଓ ଜଗତସିଂହପୁରରେ ଜିଲ୍ଲା ପରିଷଦ ପ୍ରାର୍ଥୀଭାବେ କେଉଁମାନେ ବିଜୟୀ ହୋଇଛନ୍ତି…

ଗଞ୍ଜାମ:-
ଆସିକା ଜୋନ୍ ୧ରେ ବିଜେଡିିର ତନ୍ମୟୀ ନାହାକ ବିଜୟୀ ।
ସୋରଡ଼ା ଜୋନ୍ ୧ରେ ବିଜେଡିର ସମରେନ୍ଦ୍ର ସାହୁ ବିଜୟୀ ।
ବୁଗୁଡ଼ା ଜୋନ ୪ରେ ବିଜେଡ଼ିର ସସ୍ମିତା ସ୍ୱାଇଁ ବିଜୟୀ ।
ବେଲଗୁଣ୍ଠା ଜୋନ ୪୭ରେ ବିଜେଡିର ପୂର୍ଣ୍ଣାବାସୀ ନାଏକ ବିଜୟୀ ।
କୁକୁଡ଼ାଖଣ୍ଡି ଜୋନ ୮ରେ ବିଜେଡିର ଶିବାନୀ ସେଠୀ ବିଜୟୀ ।
ପୁରୁଷୋତ୍ତମପୁର ଜୋନ ୩୫ରେ ବିଜେଡିର ପିଙ୍କି ନାହାକ ବିଜୟୀ ।
ସାନଖେମୁଣ୍ଡି ଜୋନ ୫୯ରେ ବିଜେଡିର ବିଜୟ ପ୍ରଧାନ ବିଜୟୀ ।
ପୋଲସରା ଜୋନ ୩୮ରେ ବିଜେଡିର ଅଶୋକ ବିଷୋୟୀ ବିଜୟୀ ।
ଜଗନ୍ନାଥପ୍ରସାଦ ଜୋନ ୨୨ରେ ବିଜେଡିର ଶିବ ସେଠୀ ବିଜୟୀ ।
କବିସୂର୍ୟ୍ୟନଗର ଜୋନ ୫ରେ ବିଜେଡିର ବଳରାମ ପ୍ରଧାନ ବିଜୟୀ ।
ହିଂଜିଳି ଜୋନ ୬୭ରେ ବିଜେଡିର ବି.ଗିତାଞ୍ଜଳୀ ବିଜୟୀ ।
ଖଲ୍ଲିକୋଟ ଜୋନ ୧୧ରେ ବିଜେଡିର ସୋନମ ପଲେଇ ବିଜୟୀ ।
ଚିକିଟି ଜୋନ୍-୧୬ରେ ବିଜେଡିର କେ.ନୀଲାବେନି ବିଜୟୀ ।
ଦିଗପହଣ୍ଡି ଜୋନ-୨୫ରେ ବିଜେଡିର ରାଧାକାନ୍ତ ମହାକୁଡ ବିଜୟୀ ।
ଗଞ୍ଜାମ ବ୍ଲକ୍ ଜୋନ୍-୧୪ରେ ବିଜେଡିର ସସ୍ମିତା ସ୍ୱାଇଁ ବିଜୟୀ ।
ଛତ୍ରପୁର ଜୋନ-୧୪ରେ ବିଜେଡିର ରଶ୍ମିତା ନାହାକ ବିଜୟୀ ।
ରଙ୍ଗେଇଲୁଣ୍ଡା ଜୋନ୍-୫୩ରେ ବିଜେଡିର ଏ.ରଜେଶ୍ୱରୀ ଦୋରା ବିଜୟୀ ।
ଧରାକୋଟ ଜୋନ୍-୨୯ରେ ବିଜେଡିର ପ୍ରତାପ ସ୍ୱାଇଁ ବିଜୟୀ ।
ବେଗୁନିଆପଡ଼ା ଜୋନ୍-୪୪ରେ ବିଜେଡିର କଲ୍ୟାଣୀ ପାତ୍ର ବିଜୟୀ ।
ପାତ୍ରପୁର ଜୋନ-୩୨ରେ ବିଜେଡିର ପିଙ୍କି ବଡମୁଣ୍ଡି ବିଜୟୀ ।
ଶେରଗଡ଼ ଜୋନ-୫୬ରେ ବିଜେଡିର ଚିତ୍ତରଞ୍ଜନ ପାଣିଗ୍ରାହୀ ବିଜୟୀ ।
ଭଂଜନଗର ଜୋନ-୫୦ରେ ବିଜେଡିର ଶୈଳବାଳା ବିଷୋୟୀ ବିଜୟୀ ।

ଗଜପତି:-
କାଶୀନଗର ଜୋନ ୧ରେ ବିଜେଡିର ଆର.ରାଜଲକ୍ଷ୍ମୀ ବିଜୟୀ ।
ଗୁମ୍ମା ଜୋନ ୩ରେ କଂଗ୍ରେସର ରେଣୁକା ପାତ୍ର ବିଜୟୀ ।
ନୂଆଗଡ଼ ଜୋନ ୫ରେ କଂଗ୍ରେସର ରାଜୀବ ଦୋରା ବିଜୟୀ ।
ମୋହନା ଜୋନ ୮ରେ ବିଜେଡିର କୁନ୍ତଳା ମଲ୍ଲିକ ବିଜୟୀ ।
ରାୟଗଡ଼ ଜୋନ ୧୩ରେ ବିଜେଡିର ଗୌତମୀ ଜାନି ବିଜୟୀ ।
ଆର. ଉଦୟଗିରି ଜେନା ୧୧ରେ ବିଜେଡିର ଯୁମନା ଦଳବେହେରା ବିଜୟୀ ।
ପାରଳାଖେମୁଣ୍ଡି ଜୋନ ୬ରେ ବିଜେଡିର ଏସ.ବାଲାରାଜୁ ବିଜୟୀ ।

ଜଗତସିଂହପୁର:-
ବିରିଡି ଜୋନ-୨୩ରେ ବିଜେଡିର ଦୀପ୍ତିମୟୀ ରାୟ ବିଜୟୀ ।
ଏରସାମ ଜୋନ ୧ରେ ବିଜେଡିର ପ୍ରଣମ ସ୍ୱାଇଁ ବିଜୟୀ ।
ବାଲିକୁଦା ବ୍ଲକ ଜୋନ ୧ରେ ବିଜେଡିର ଡଲି ପଣ୍ଡା ବିଜୟୀ ।
ନାଉଗାଁ ଜୋନ ୧୭ରେ ବିଜେଡିର ଅମିତା ସ୍ୱାଇଁ ବିଜୟୀ ।
ଜଗତସିଂହପୁର ଜୋନ-୯ରେ ବିଜେଡିର ଚିତ୍ତରଞ୍ଜନ ରାଉଳ ବିଜୟୀ ।
ରଘୁନାଥପୁର ଜୋନ-୨୫ରେ ବିଜେଡିର ରୀନାରାଣୀ ମଲ୍ଲିକ ବିଜୟୀ ।
ତିର୍ତ୍ତୋଳ ଜୋନ-୧୩ରେ ବିଜେଡିର ରଂଜିତା ସିଂହ ବିଜୟୀ ।
କୁଜଙ୍ଗ ଜୋନ-୫ରେ ବିଜେଡିର ପ୍ରମୋଦ ସ୍ୱାଇଁ ବିଜୟୀ ।
ବିରିଡ ଜୋନ ୨୪ରେ ବିଜେଡିର ଚନ୍ଦ୍ରଶେଖର ଦାଶ ଆଗୁଆ ।

Get real time updates directly on you device, subscribe now.