fbpx

ହସ୍ତମୈଥୁନ ପରେ କାହିଁକି ଲାଗେ ଦୁର୍ବଳ? କାହିଁକି ହୋଇଥାଏ ପଶ୍ଚାତାପ? ଜାଣନ୍ତୁ କାରଣ…

ହସ୍ତ ମୈଥୁନ ଶରୀରର ପ୍ରାକୃତିକ ସମ୍ଭୋଗ ପ୍ରକ୍ରିୟା ନୁହେଁ । ହସ୍ତ ମୈଥୁନ ପ୍ରକ୍ରିୟା ରେ ଯୁବକ ଓ ଯୁବତୀ ଶରୀର କୁ କୃତ୍ରିମ ଉପାୟରେ ଉତେଜିତ୍ତ କରି କାମ ସୁଖ ଅନୁଭବ କରନ୍ତି । କାମ ସୁଖ ଅନୁଭବ କରିବା ପାପ ନୁହେଁ । ହେଲେ ଧାର୍ମିକ ପୁସ୍ତକ ଆଉ ବିଜ୍ଞାନ ବଙ୍କା ଟଙ୍କା ଉତ୍ତର ରେ ମନକୁ ପାପ ଛୁଇଁ ଥାଏ । ମନ ରେ ଅନେକ ନିଷ୍ପତି ନିଅନ୍ତି ଆଉ ନୁହେଁ ହେଲେ , ବାରମ୍ବାର ହସ୍ତ ମୈଥୁନ ଶୀକାର ହୁଅନ୍ତି । ଏହାର କାରଣ ବୁଝିଲେ ଉଭୟ ଯୁବକ ଓ ଯୁବତୀ କାମଉର୍ଜା ବା ସେକ୍ସ୍ ଏନର୍ଜି କୁ ସୃଜନଶୀଳ ରୂପରେ ଉପଯୋଗ କରି ପାରିବେ।

୧. ହସ୍ତ ମୈଥୁନ ସମୟରେ ବ୍ୟକ୍ତି ନିଜ ସମ୍ପୂର୍ଣ୍ଣ ଶରୀର ଉର୍ଜା କୁ ପ୍ରବାହ ଦିଏ । ଯାହା ପୁରା ଶରୀରରେ ଅନୁଭବ ହୁଏ ।

୨. ଶରୀର ରେ ଏହା ପ୍ରଭାବ ରେ ବିଦ୍ୟୁତ୍ ତରଙ୍ଗ ସୃଷ୍ଟି ହୁଏ , ଯାହା ଉଭୟ ଯୁବକ ଆଉ ଯୁବତୀ ଜନନେନ୍ଦ୍ରୀୟ ଆଉ ଛାତିରେ ଏକ ସୂକ୍ଷ୍ମ କରେଣ୍ଟ ଉତ୍ପତ୍ତି କରେ । ପୁରା ଶରୀର ଉତେଜିତ ହେବା ପରୀ ଲାଗେ ।

୩. ଶରୀରରେ ଉଭୟ ଯୁବକ ଓ ଯୁବତୀ ନିଜ ସମସ୍ତ ଶକ୍ତି ମିଶିଲା ପରୀ ଅନୁଭବ କରନ୍ତି। ଯାହା କୁ ଆମେ ମେଲ ଏନର୍ଜି ଆଉ ଫିମେଲ ଏନର୍ଜି କହି ପାରିବା ।

୪. ଶରୀର ଏହି ଉତ୍ତେଜନା ରେ ଏକ ଜାଗରଣ ଅନୁଭବ କରେ । ଯାହା ସୁଖ ଅନୁଭବ ଦିଏ ।

୫. ହେଲେ ଶରୀରରେ ଏହି ଉତେଜନା ଅଧିକ ତୀବ୍ର ହେଲେ ବୀର୍ଯ୍ୟପାତ ହୁଏ ଅର୍ଥାତ୍ ଶରୀରରୁ ଡିଶ୍ଚାର୍ଜ୍ ହୁଏ । ଯାହା ଫଳରେ ଶରୀର ରେ ସୃଷ୍ଟି ହୋଇଥିବା ତରଙ୍ଗ ପୁଣି ତଳ ମୁହାଁ ହୁଏ । ଆଉ ଶରୀର ଏକ ଶୁଷ୍କ ପରୀ ଅନୁଭବ ହୁଏ ।

୬. ଶରୀର ରେ ଊର୍ଜା ଅଭାବ ହେଲେ ମନକୁ ନକାରାତ୍ମକ ଭାବନା ଆସେ ଆଉ ମନ୍ ସହ ଶରୀର ଖାଦ୍ୟ ଖୋଜେ । ସେହି ଶକ୍ତି ଅଭାବ ପୁରା କରିବାକୁ ।

୭. ବିଜ୍ଞାନ କହେ ଏହା ଶରୀର ରେ ସ୍ଵାଭାବିକ । ଶରୀର ନୂଆ ଉର୍ଜା ଖଦ୍ୟରୁ ତିଆରି କରେ । ହେଲେ ମନ୍ ରୋଗୀ କୁହନ୍ତି । ଏହା ଦ୍ବାରା ମନକୁ ପାପ ଭାବ ଆସେ । କିନ୍ତୁ ଯୋଗ ରେ ଏନେଇ ଅଲଗା ଉତ୍ତର ଅଛି ।

୮. ତନ୍ତ୍ର ଆଉ ଯୋଗ କୁହେ ଯଦି ଶରୀର କୁ ତୀବ୍ର ଉତେଜିତ ନକରି , କାମ ଭାବନା ଆସିବ ସମୟ ରେ ଏହାକୁ ବିନା ପାପ ଆଉ ଉତେଜନା ରେ ସ୍ବୀକାର କରାଯାଏ , ତେବେ ଏହା ଶରୀର କୁ ସାମଗ୍ରିକ ରୂପେ ପ୍ରଭାବିତ କରିବ । ଅର୍ଥାତ୍ ସମଗ୍ର ଶରୀର କାମ ସୁଖ ପାଇ ପାରିବ ବିନା , ବୀର୍ଯ୍ୟପାତ ରେ ।

୯. ଆମେ କହି ପରିବା ଯେ ଶରୀର ନିଜ ବ୍ୟବସ୍ଥା ଅଛି ସେକ୍ସ୍ ଶକ୍ତି କୁ ସନ୍ତୁଳନ କରିବା ନେଇ। ଏଣୁ ଶରୀର ମନରେ ଅନେକ ସମୟ ରେ ଉଠୁଥିବା କାମ ଦମନ କୁ ସ୍ବପ୍ନ ଦୋଷ ମାଧ୍ୟମ ରେ ରେଚନ କରିଥାଏ ।

ପରବର୍ତ୍ତୀ ସମୟରେ ଯଦି କାମନା ଭାବ ଆସେ ତେବେ , ସ୍ବୀକାର କରନ୍ତୁ। ଏବଂ ଏହି ଶକ୍ତି କୁ ପୁରା ଶରୀର ରେ ଅନୁଭବ କରନ୍ତୁ । ମାତ୍ର ତୀବ୍ର ଉତେଜିତ ନ ହୋଇ ନିଜ ଶ୍ୱାସ ର ପ୍ରବାହ କୁ ନିରୀକ୍ଷଣ କରନ୍ତୁ ।

Get real time updates directly on you device, subscribe now.