fbpx

ଜୁଲାଇ ୭ ତାରିଖରେ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଆଜି ପ୍ରଥମ ପରିଚାଳନା ବୈଠକ

ପୁରୀ: ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥିପାଇଁ ଆଜି ପ୍ରଥମ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ପରିଚାଳନା ବୈଠକ ଜାରି ରହିଛି । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଛନ୍ତି । ଶୃଙ୍ଖଳିତ ଭାବରେ ରଥଯାତ୍ରା କରିବା ନେଇ ବୈଠକରେ ଆଲୋଚନା କରାଯାଇଛି ।

Get real time updates directly on you device, subscribe now.