fbpx

ଭୁଲ୍ ଇନଜେକ୍ସନ ଦେଇ ଡାକ୍ତର ନିଲମ୍ବିତ

ପାଟଣାଗଡ,୪ ।୧୨(ଓଡିଶା ଭାସ୍କର): ନିରାମୟ ଯୋଜନା ଉଲ୍ଲଂଘନ ନେଇ ସରକାରଙ୍କ ଜିରୋ ଟଲରାନ୍ସ । ଏନେଇ ପାଟଣାଗଡ଼ ହସ୍ପିଟାଲର ଶିଶୁ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲଙ୍କୁ ଆଜି ନିଲମ୍ବିତ କରାଯାଇଛି । ଏହା ସହ ପାଟଣାଗଡ଼ SDMOଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ଶିଶୁଙ୍କୁ ଭୁଲ ଇନଜେକ୍ସନ ନେଇଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ତେବେ ଡାକ୍ତରଖାନା ଗସ୍ତ ବେଳେ ସ୍ୱାସ୍ଥ୍ୟ ସଚିବ ଏହି ତ୍ରୁଟି ଦେଖିଥିଲେ ।

Get real time updates directly on you device, subscribe now.