fbpx

ଅଭିନେତ୍ରୀ ୟାମିଙ୍କୁ ବିବାହ କଲେ ଡାଇରେକ୍ଟର ଆଦିତ୍ୟ ଧର, ସୋସିଆଲ୍ ମିଡିଆରେ ସେୟାର କଲେ ବାହାଘର ପ୍ରଥମ ଫଟୋ

ମୁମ୍ବାଇ( ଓଡ଼ିଶା ଭାସ୍କର): କରୋନା ଲକ୍‌ଡାଉନ୍ ସମୟ ସର୍ବସାଧାରଣ ଦୃଷ୍ଟିକୋଣରୁ ଲୁଚି ଶୁକ୍ରବାର ଦିନ ହଠାତ୍ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ଉରି ଦି ସର୍ଜିକାଲ୍ ଷ୍ଟ୍ରାଇଟ୍ ଫିଲ୍ମର ଡାଇରେକ୍ଟର ଆଦିତ୍ୟ ଧରଙ୍କୁ ବିବାହ କରିଛନ୍ତି। ୟାମି ଏବଂ ଆଦିତ୍ୟ ସୋସିଆଲ ମିଡିଆରେ ସେମାନଙ୍କର ପ୍ରଥମ ବିବାହ ଫଟୋ ସେୟାର କରିଛନ୍ତି।

 

 

View this post on Instagram

 

A post shared by Yami Gautam (@yamigautam)

ୟାମି ଏବଂ ଆଦିତ୍ୟ ନିଜ ବିବାହର ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ୟାମି ଲାଲ ଶାଢ଼ି ପନ୍ଧି ଥିବେ ବେଳେ ଆଦିତ୍ୟ କ୍ରିମ୍ ରଙ୍ଗର ସୁଟ୍ ପନ୍ଧିଛନ୍ତି। ଦମ୍ପତ୍ତିଙ୍କ ଏହି ଫଟୋ ଭାଇରାଲ ହେଉଛି।

Get real time updates directly on you device, subscribe now.