ସୁନା ଝୁଲଣାରେ ଝୁଲିବେ, ରୂପା ଚାମଚରେ ଖାଇବେ ଏ 4 ରାଶି, ପାଦ ମାଡିବନି ଦୁଃଖ- ଦାରିଦ୍ର୍ଯ…
କର୍କଟ: ପରିବାରରେ ଶାନ୍ତିର ବାତାବରଣ ରହିବ। ବଜାରରେ କିଛି ସାମଗ୍ରୀ କିଣି ପାରନ୍ତି। କୌଣସି ଭଲ କାମ କରିବେ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
ଓଡ଼ିଶା ଭାସ୍କର: ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ହେଉଛି ରାଶିଫଳ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆଜି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଜାଣନ୍ତୁ । ତଦନୁଯାୟୀ ସତର୍କତା ସହ ଦିନ ଆରମ୍ଭ କରନ୍ତୁ । ଏମିତି ରହିଛି ଆପଣଙ୍କ ଆଜିର ରାଶିଫଳ….
ମେଷ: ଆପଣ ସବୁ ଚିନ୍ତାରୁ ମୁକ୍ତ ରହିବେ। କାମରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ଅଫିସରେ ନୂଆ ପଦ ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଛାତ୍ରଛାତ୍ରୀ ଅଧ୍ୟୟନରେ ଭଲ ପରିଣାମ ପାଇବେ।
ବୃଷ: ଦିମାକରେ ନୂଆ ନୂଆ ବିଚାର ଆସିବ। ସରକାରୀ କାମ ପୂରା ହେବ। ବିଲଡ଼ର୍ସଙ୍କୁ କୌଣସି ଠିକାରେ ଯଥେଷ୍ଟ ଲାଭ ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିପାରେ।
ମିଥୁନ: ପୁରୁଣା ଚିନ୍ତା ସମାପ୍ତ ହେବ। ଚାକିରିରେ ମନଲାଖି ପରିବର୍ତ୍ତନ ହେବ। ଭ୍ରମଣ ସୁଖଦ ରହିବ। ପତ୍ନୀଙ୍କ ସହ ବ୍ୟବହାରରେ କୋମଳ ରଖନ୍ତୁ। ଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ: ପରିବାରରେ ଶାନ୍ତିର ବାତାବରଣ ରହିବ। ବଜାରରେ କିଛି ସାମଗ୍ରୀ କିଣି ପାରନ୍ତି। କୌଣସି ଭଲ କାମ କରିବେ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ।
ସିଂହ: ନିଜର ଭ୍ରାନ୍ତ ଧାରଣା ଦୂର କରିବେ। ଜମି ବ୍ୟବସାୟୀଙ୍କୁ ଭଲ ଲାଭ ହେବ। ଲେଖକ କୌଣସି ପୁସ୍ତକ ସମାପ୍ତ କରିବାରେ ସଫଳ ରହିବେ। ବୈବାହିକ ଜୀବନ ଖୁସି ଭରା ରହିବ।
କନ୍ୟା: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ସାମାଜିକ କାର୍ୟ୍ୟରେ ଯୋଗଦାନ ଦେବେ। ମହିଳା ଶିଳ୍ପୋଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ନବ ବିବାହିତ ବାହାରକୁ ବୁଲି ଯିବେ। ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ।
ତୁଳା: ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। ପାରିବାରିକ ବାତାବରଣ ସକାରାତ୍ମକ ରହିବ। ଜୀବନସାଥୀଙ୍କ ଲାଗି ତାଙ୍କ ମନ ପସନ୍ଦର ବସ୍ତ୍ର କିଣିପାରନ୍ତି।
ବିଛା: ନୂଆ କରିବା ଲାଗି ନୂଆ ବିଚାର ନିୟମ ଉପରେ ବିଚାର କରିବେ। ଅଫିସରେ କତୃପକ୍ଷଙ୍କ କଥାକୁ ଧ୍ୟାନ ଦେଇ ଶୁଣନ୍ତୁ। ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ।