fbpx
BJD
BJD SKY
BJD SKY

ନିଆଳିରେ କାଠଚକ୍ରୀ ବାଣ ଫାଟି ଯୁବକ ମୃତ

BJD

ନିଆଳି(ଓଡ଼ିଶା ଭାସ୍କର): ଦୋଳ ଝୁଲଣ ବେଳେ କାଠଚକ୍ରୀ ବାଣ ଫାଟିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବାଲିପାଟଣା ବ୍ଲକ ନରିଶୋ ଗାଁରେ ଏହି ଅଘଟଣ ଘଟିଯାଇଛି । ସୂଚନା ଅନୁସାରେ, ଦୋଳ ଝୁଲଣ ଚାଲିଥିବା ଫାଟିଯାଇଥିଲା କାଠଚକ୍ରୀ ବାଣ । ମୃତ ଯୁବକ ଯୁବକ ଜଣକ ନରିଶୋ ଗାଁର ଶ୍ରୁତି ଷଡ଼ଙ୍ଗୀ ହୋଇଥିବା ଜଣାପଡିଛି ।

ତେବେ ରାଜ୍ୟରେ ଆଜି ହୋଲି ଉତ୍ସବ ଜୋରସୋରରେ ପାଳନ ହେଉଛି । ପରସ୍ପରକୁ ରଙ୍ଗ ବୋଳି ଚାଲିଛି ଶୁଭେଚ୍ଛାର ଆଦାନ ପ୍ରଦାନ । ଦୁଇ ବର୍ଷ କୋଭିଡ କଟକଣା ପରେ ଏଥର ହୋଲିରେ ଚମକ ଅଧିକ ରହିଛି ।

Get real time updates directly on you device, subscribe now.