fbpx

ଛତ୍ରପୁର SDJM କୋର୍ଟ ହଲ୍‌ରେ ବୃଦ୍ଧଙ୍କ ଉନ୍ମତ୍ତକାଣ୍ଡ; ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଜଜ୍‌ଙ୍କୁ ଫିଙ୍ଗିଲେ ପଥର

ଅଳ୍ପକେ ବର୍ତ୍ତିଲେ ବିଚାରପତି, ପଥର ମାଡ଼ରେ ଭାଙ୍ଗିଲା କଂପ୍ୟୁଟର

ଖଲ୍ଲିକୋଟ: (ଓଡ଼ିଶା ଭାସ୍କର) ଛତ୍ରପୁର SDJM କୋର୍ଟ ହଲ୍‌ରେ ବୃଦ୍ଧଙ୍କ ଉନ୍ମତ୍ତକାଣ୍ଡ । ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଜଜ୍‌ଙ୍କୁ ପଥର ଫିଙ୍ଗିଲେ ବୃଦ୍ଧ । ଅଳ୍ପକେ ବର୍ତ୍ତିଲେ ବିଚାରପତି, ପଥର ମାଡ଼ରେ ଭାଙ୍ଗିଲା କଂପ୍ୟୁଟର । ସଂପୃକ୍ତ ବୃଦ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କାହିଁକି ଏଭଳି କାଣ୍ଡ କଲେ କୀରଣ ଅସ୍ପଷ୍ଟ ଥିବା ବେଳେ ଜାରି ରହିଛି ପୋଲିସର ତନାଘନା ।

Get real time updates directly on you device, subscribe now.