CRIMEODISHATOP STORIES

ସମ୍ବଲପୁର : ପୋଲ ତଳୁ ଯୁବତୀ ଙ୍କ ମୃତଦେହ ଉଦ୍ଧାର

ବୁର୍ଲା, ୩।୧ (ଓଡ଼ିଶା ଭାସ୍କର): ସମ୍ବଲପୁର ର ବୁର୍ଲା ନିକଟସ୍ଥ ମହାନଦୀ ପୋଲ ନିକଟରୁ ଗୁରୁବାର ସକାଳୁ ଜଣେ ଯୁବତୀ ଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀ ଙ୍କ ଶରୀର ର ବିଭିନ୍ନ ସ୍ଥାନ ରେ କ୍ଷତ ରହିଛି। ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ବ୍ୟବେଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମ ହତ୍ୟା ତାହା ଜଣା ପଡ଼ିବ ବୋଲି ପୋଲିସ କହିଛି।

Show More

Leave a Reply

Your email address will not be published. Required fields are marked *

Related Articles