ENTERTAINMENTTOP STORIES

ପିଙ୍କ୍ ପରେ ‘Badla’ରେ ତାପସୀ ଓ ଅମିତାଭ, ଆସିଲା ଟିଜରର ପୋଷ୍ଟର

ବଲିଉଡ ଜଗତର ବିଗ୍ ବି ଅମିତାଭ ବଚ୍ଚନ ଓ ତାପସୀ ପନ୍ନାଙ୍କ ଆଗାମୀ ସିନେମା ‘Badla’ର ସୁଟିଂ ଆରମ୍ଭ ହୋଇଯାଇଛି । ପିଙ୍କ୍ ସିନେମା ପରେ ଏ ଦୁହେଁ ପୁଣି ଏକ କ୍ରାଇମ୍ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି । ପିଙ୍କ ସିନେମାକୁ ଦର୍ଶକମାନେ ବେଶ ପସନ୍ଦ କରିଥିବା ବେଳେ ତାଙ୍କର ବଦଲା ସିନେମାଟି ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି । ତେବେ ଆଜି ‘Badla’ ଟିଜରଟିର ପ୍ରଥମ ପୋଷ୍ଟର ପରଦାକୁ ଆସିଛି । ଏହି ସିନେମାରେ ନିର୍ଦ୍ଦେଶନା ଦେଇଛନ୍ତି ସୁଜୟା ଘୋଷ । ଏକ ମାସ ଭିତରେ ସିନେମାର ସୁଟିଂ ସରିବ ବୋଲି ସୂଚନା ମିଳିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close