NATIONALNATIONAL NEWSNEWSTOP STORIES

ସ୍କୁଲରେ ବିସ୍ଫୋରଣ, ୧୨ ଛାତ୍ର ଗୁରୁତର

ପୁଲୱାମା,୧୩ ।୨: ଜମ୍ମୁ-କାଶ୍ମୀରର ପୁଲୱାମା ବ୍ଲକ୍ ଅନ୍ତର୍ଗତ ସିଙ୍ଗଓ ନରବାଲ ସ୍କୁଲରେ ବିସ୍ଫୋରଣ । ଏଥିରେ ପାଖାପାଖି୧୨ଜଣ ଛାତ୍ର ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜି ଅପରାହ୍ନରେ ସ୍କୁଲର କ୍ଲାସ ରୁମରେ ଏହି ବିସ୍ଫୋରଣ ଘଟିଥିବା ବେଳେ ବଳକା ଛାତ୍ରଛାତ୍ରୀମାନେ ଅଳ୍ପକେ ବିପଦରୁ ରକ୍ଷା ପାଇଛନ୍ତି । ତେବେ ଏହି ବିସ୍ଫୋରଣ କିଏ ଓ କାହିଁକି କରିଥିଲା, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

Show More

Related Articles

Leave a Reply

Your email address will not be published. Required fields are marked *

Close