ELECTION 2019NEWSODISHAPOLITICSTOP STORIES

ବିଜେଡିରୁ ସଫିକଉଦ୍ଦିନଙ୍କୁ ନିଲମ୍ବିତ କଲେ ନବୀନ

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଯାଜପୁରର ବରୀ ବ୍ଲକ୍ ବିଜେଡି ଉପସଭାପତି ସେକ୍ ସଫିକଉଦ୍ଦିନ । ବିଜେଡି ସୁପ୍ରିମୋ ଅର୍ଥାତ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳରୁ ସଫିକଉଦ୍ଦିନଙ୍କୁ ନିଲମ୍ବିତ କରିଛନ୍ତି । ତେବେ ନିଲମ୍ବିତର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ନିଲମ୍ବିତ କରିଥିବା ସନ୍ଦେହ କରାଯାଉଛି ।

Show More

Related Articles

Leave a Reply

Your email address will not be published. Required fields are marked *