NEWSODISHATOP STORIES

ପାଟକୁରାରେ ବିଜେପିର ରୋଡ଼ ଶୋ, ସାମିଲ ହେଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର, ୧୪ା୬(ଓଡ଼ିଶା ଭାସ୍କର): ପାଟକୁରାରେ ବିଜେପିର ରୋଡ଼ ଶୋ ହୋଇଛି । ରୋଡ଼ ଶୋ ରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇଛନ୍ତି । ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ଓ ଅନ୍ୟ କର୍ମକର୍ତ୍ତା ମଧ୍ୟ ସାମିଲ ଅଛନ୍ତି । ଚାନ୍ଦୋଳରୁ କୋରୁଅ ପର୍ଯ୍ୟନ୍ତ ବାଇକ ରାଲି ଓ ସମ୍ବର୍ଦ୍ଧନା ସଭା ହୋଇଛି ।

Show More

Leave a Reply

Your email address will not be published. Required fields are marked *

Related Articles