ଜୟପୁର: ଗଞ୍ଜେଇ ବ୍ୟବସାୟକୁ ସରକାର ବେଆଇନ ଘୋଷଣା କରିବା ସତ୍ତ୍ୱେ ବନ୍ଦ ହେଉନି ଗଞ୍ଜେଇ ବେପାର। ଏହାକୁ ଲୁଚି ଛପି ବେପାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ମାଫିଆ। ଏହି ଗଞ୍ଜେଇ ବେପାର ଟାଉନ ଭିତରେ ଚାଲିଥିବା ଜଣାପଡିଛି।
୩ ଜଣ ଗଞ୍ଜେଇ ମାଫିଆକୁ ଅଟକ ରଖିଲା ଟାଉନ ପୋଲିସ। ଏହି ମାଫିଆ ଉତ୍ତରପ୍ରଦେଶର ବୋଲି ଜଣାପଡିଛି। ଗଞ୍ଜେଇକୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଚନ୍ଦକାରେ ମାଡ଼ି ବସିଲା ଏସଟିଏଫ ଟିମ। କାର ଭିତରୁ ମିଳିଲା ୧ କ୍ୱିଣ୍ଟାଲ ଗଞ୍ଜେଇ।