ଭୁବନେଶ୍ୱର,୧୩।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୦୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୮୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୪୩୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭,୦୦୪ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 12th November
New Positive Cases : 1018
In quarantine: 585
Local contacts: 433(Details of local contacts will be shared by concerned District Administration)
District Wise Cases:
1. Angul: 65
2. Balasore: 24
3. Bargarh: 27
4. Bhadrak: 9
5. Balangir: 67— I & PR Department, Odisha (@IPR_Odisha) November 13, 2020
ତେବେ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 86
23. Nawarangpur: 17
24. Nayagarh: 10
25. Nuapada: 41
26. Puri: 38
27. Sambalpur: 46
28. Sonepur: 8
29. Sundargarh: 94
30. State Pool: 17New Recoveries: 1264
Cumulative Tested: 5171184
Positive: 307004
Recovered: 293741
Active Cases: 11715— I & PR Department, Odisha (@IPR_Odisha) November 13, 2020