ଭୁବନେଶ୍ୱର,୬ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 1150 #COVID19 patients have recovered and are being discharged on 6.8.2020
290 from Ganjam
197 from Khurdha
121 from Rayagada
76 from Sundergarh
47 from Jajpur
45 from Koraput
44 from Cuttack
40 from Puri
35 from Nayagarh
33 from Keonjhar
25 from Balasore— H & FW Dept Odisha (@HFWOdisha) August 6, 2020
25 from Kalahandi
24 from Mayurbhanj
23 from Sambalpur
22 from Bolangir
15 from Bhadrak
14 from Kandhamal
11 from Jagatsinghpur
11 from Kendrapara
10 from Malkangiri
8 from Nuapada
7 from Baragarh
6 from Dhenkanal
5 each from Angul & Sonepur— H & FW Dept Odisha (@HFWOdisha) August 6, 2020
4 each from Gajapati & Jharsuguda
2 from Boudh
1 from NabarangpurThe total recovered cases of Odisha now stand at 26887
— H & FW Dept Odisha (@HFWOdisha) August 6, 2020
ତେବେ ଆଜି ଗଞ୍ଜାମରୁ ସର୍ବାଧିକ ୨୯୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୯୭, ରାୟଗଡାରୁ ୧୨୧, ସୁନ୍ଦରଗଡରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡରୁ ୩୫, କେନ୍ଦୁଝରରୁ ୩୩, ବାଲେଶ୍ୱରରୁ ୨୫, କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରୁ ୨୩, ବଲାଙ୍ଗିରରୁ ୨୨, ଭଦ୍ରକରୁ ୧୫, କନ୍ଧମାଳରୁ ୧୪, ଜଗତସିଂହପୁରରୁ ୧୧, କେନ୍ଦ୍ରପଡାରୁ ୧୧, ମାଲକାନଗିରିରୁ ୧୦, ନୂଆପଡାରୁ ୮, ବରଗଡରୁ ୭, ଢେଙ୍ଗାନାଳରୁ ୬, ଅନୁଗୁଳ ଓ ସୋନପୁରରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।