fbpx

୧୫ ଡିଗ୍ରୀ ତଳେ ରାଜ୍ୟର ୧୨ ସହର

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ୧୫ ଡିଗ୍ରୀ ତଳେ ରହିଛି ୧୨ଟି ସହର । ୯ ଡିଗ୍ରୀ ସହ ଦାରିଙ୍ଗବାଡି ହୋଇଛି ସବୁଠାରୁ ଥଣ୍ଡା ସହର । ଏହା ସହ ଫୁଲବାଣୀରେ ୧୧, ସୋନପୁରରେ ୧୧.୪, ଅନୁଗୁଳରେ ୧୧.୬, ବାରିପଦାରେ ୧୨, କେନ୍ଦୁଝରରେ ୧୨.୪, ତାଳଚେରରେ ୧୨.୫, ଭବାନୀପାଟଣାରେ ୧୩.୬, ଝାରସୁଗୁଡାରେ ୧୩.୮, କୋରାପୁଟରେ ୧୪, କଟକରେ ୧୫.୫ ଓ ଚାନ୍ଦବାଲିରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏହା ସହ ଭୁବନେଶ୍ୱର ସହରର ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ ହୋଇଛି ।

Get real time updates directly on you device, subscribe now.