NLC Indiaରେ ୧୨୦୦ ପଦ ଖାଲି: ଶୀଘ୍ର କରନ୍ତୁ ଆବେଦନ

ଚାକିରି କରୁଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖବର । ନେଇଭେଲି ଲିଗ୍ନାଇଟ କର୍ପୋରେସନ (ଏଏଲସି) ଇଣ୍ଡିଆ ଲିମିଟେଡ ପକ୍ଷରୁ ପାଖାପାଖି ୩୪୦ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟିସ, ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ, ନନ- ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ, ଟେକ୍ନିସିଆଲ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ଅଗଷ୍ଟ ମାସ ୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୬ ତାରିଖରେ ସମାପ୍ତ ହେବ । ଏହାପରେ ୨୩ ସୁଦ୍ଧା ପ୍ରାର୍ଥୀଙ୍କୁ ସେମାନଙ୍କର ହାର୍ଡ କପି ପଠାଇବାକୁ ପଡ଼ିବ । ସରକାରୀ ନିୟମ ଅନୁଯାୟୀ ବୟସ କୋହଳ କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ-୧: https://web.nlcindia.in/ldc_ward_tat_gat_2023/

ଅନଲାଇନ୍ ଆବେଦନ ଲିଙ୍କ-୨: https://web.nlcindia.in/ldc_ward_exiti_2023/

ନୋଟିଫିକେସନ ଲିଙ୍କ-୧: https://www.nlcindia.in/new_website/careers/WARD_GAT_TAT_2023.pdf

ନୋଟିଫିକେସନ ଲିଙ୍କ-୨: https://www.nlcindia.in/new_website/careers/WARD_TRADE_2023.pdf

ସେହିପରି ଏନଏଲସି ପକ୍ଷରୁ ଆଉ ଏକ ନିଯୁକ୍ତି ସୁଯୋଗ ଆସିଛି । ଏଥିରେ ୮୫୦ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟିସ, ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ, ନନ- ଇଞ୍ଜିନିୟରିଂ ଗ୍ରାଜୁଏଟ ଆପ୍ରେଣ୍ଟିସ, ଟେକ୍ନିସିଆଲ ଆପ୍ରେଣ୍ଟିସ ପଦରେ ନିଯୁକ୍ତି ଦିଆଯିବ । ଅଗଷ୍ଟ ମାସ ୭ ତାରିଖରୁ ଅନଲାଇନ ପ୍ରକ୍ରିୟା ଆରମ୍ଭ ହୋଇ ୨୩ରେ ସରିବ । ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୪ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ ।

ଅନଲାଇନ୍ ଆବେଦନ ଲିଙ୍କ-୧: https://web.nlcindia.in/ldc_pap_exiti_2023/

ଅନଲାଇନ୍ ଆବେଦନ ଲିଙ୍କ-୨: https://web.nlcindia.in/ldc_pap_tat_gat_2023/

ଅଫିସିଆଲ ୱେବସାଇଟ୍: https://www.nlcindia.in/new_website/index.htm