fbpx

ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୧୨୬୪ ଆକ୍ରାନ୍ତ

ଭୁବନେଶ୍ୱର,୧୨/୧୧(ଓଡିଶା ଭାସ୍କର): ରାଜ୍ୟରେ କୋରୋନାରୁ ସୁସ୍ଥ ହେଲେ ଆଉ ୧୨୬୪ ଆକ୍ରାନ୍ତ । କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୭୪୧କୁ ବୃଦ୍ଧି ପାଇଛି ।ଖୋର୍ଦ୍ଧାରୁ ସର୍ବାଧିକ ୧୬୧ ଓ ଅନୁଗୁଳରୁ ୧୧୦ ଆକ୍ରାନ୍ତ ସୁସ୍ଥ, ସୁନ୍ଦରଗଡ଼ରୁ ୭୯, ବାଲେଶ୍ବର ଓ ବଲାଙ୍ଗିରରୁ ୭୬ ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି କଟକ ଓ କେନ୍ଦୁଝରରୁ ୭୪ ଲେଖାଏଁ, ମୟୂରଭଞ୍ଜରୁ ୬୫ ସୁସ୍ଥ, ନୂଆପଡ଼ାରୁ ୬୧, ଜଗତସିଂହପୁରରୁ ୫୯ ଓ ବରଗଡ଼ରୁ ୫୭ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.