ଭୁବନେଶ୍ୱର,୨ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ପୁଣି ୧୪୩୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫୪୫ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 1st August
New Positive Cases: 1434
In Quarantine: 889
Local Contacts: 545(Details of local contacts will be shared by concerned District Administration)
District Wise Cases
1. Angul: 9
2. Balasore: 12
3. Bargarh: 5
4. Bhadrak: 25
5. Boudh: 5— I & PR Department, Odisha (@IPR_Odisha) August 2, 2020
6. Cuttack: 123
7. Deogarh: 2
8. Dhenkanal: 13
9. Gajapati: 91
10. Ganjam: 320
11. Jagatsinghpur: 13
12. Jajpur: 57
13. Jharsuguda: 6
14. Kalahandi: 18
15. Kandhamal: 44
16. Kendrapada: 22
17. Keonjhar: 2
18. Khurda: 218
19. Koraput: 12
20. Malkangiri: 24
21. Mayurbhanj: 1— I & PR Department, Odisha (@IPR_Odisha) August 2, 2020
22. Nawarangpur: 2
23. Nayagarh: 8
24. Nuapada: 7
25. Puri: 65
26. Rayagada: 197
27. Sambalpur: 51
28. Sonepur: 6
29. Sundargarh: 76New Recoveries: 756
Cumulative Tested: 543316
Positive: 34913
Recovered: 21273
Active Cases: 13404— I & PR Department, Odisha (@IPR_Odisha) August 2, 2020
ତେବେ ଆଜି ଗଞ୍ଜାମରେ ସର୍ବାଧିକ ୩୨୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରେ ୨୧୮, ରାୟଗଡାରୁ ୧୯୭, କଟକରୁ ୧୨୩, ସମ୍ବଲପୁରରୁ ୫୧, ସୁନ୍ଦରଗଡରୁ ୭୬, ଗଜପତିରୁ ୯୧, ଯାଜପୁରରୁ ୫୭, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୨୨, ଭଦ୍ରକରୁ ୨୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।