fbpx

କରୋନାରେ ଚାଲିଗଲା କ୍ୟାବିନେଟ୍ ମନ୍ତ୍ରୀଙ୍କ ଜୀବନ

ୟୁପି,୨ ।୮: ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ କମଳା ବରୁଣଙ୍କ କରୋନା ଜନିତ ମୃତ୍ୟୁ ଘଟିଛି । ୧୮ ଜୁଲାଇରେ ତାଙ୍କର ନମୁନା କରୋନା ପଜିଟିଭ୍ ଆସିଥିଲା । ତାଙ୍କ ପରିବାରର ଆଉ କେହି ମଧ୍ୟ କରୋନାରେ ସଂକ୍ରମିତ ଥିବା ଜଣାପଡିଛି । କମଳାଙ୍କ ଚିକିତ୍ସା ଲକ୍ଷେ୍ନø ପିଜିଆଇ ହସ୍ପିଟାଲରେ ଚାଲିଥିଲା । ତେବେ କମଳା ୧୯୫୮ରେ ଜନ୍ମ ହୋଇଥିବା ବେଳେ ଯୋଗୀ କ୍ୟାବିନେଟରେ ମନ୍ତ୍ରୀ ଥିଲେ ।

Get real time updates directly on you device, subscribe now.