ଭୁବନେଶ୍ୱର,୩୧।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୪୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୫୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୧୭ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୦,୧୧୬କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 29th October
New Positives Cases 1470
In quarantine: 853
Local contacts: 617(Details of local contacts will be shared by concerned District Administration)
District Wise Cases:
1. Angul: 76
2. Balasore: 56
3. Bargarh: 61
4. Bhadrak: 19
5. Balangir: 63— I & PR Department, Odisha (@IPR_Odisha) October 31, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 50
23. Nawarangpur: 34
24. Nayagarh: 31
25. Nuapada: 61
26. Puri: 64
27. Rayagada: 13
28. Sambalpur: 34
29. Sonepur: 27
30. Sundargarh: 112
31. State Pool: 30New Recoveries: 1800
Cumulative Tested: 4555815
Positive: 290116
Recovered: 273838
Active cases: 14905— I & PR Department, Odisha (@IPR_Odisha) October 31, 2020