ଭୁବନେଶ୍ୱର, ୧୨/୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୬୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୬୪୭୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଗଂଜାମରୁ ୩୮୯, ଖୋର୍ଦ୍ଧା ରୁ ୧୭୭, ସୁନ୍ଦରଗଡ଼ରୁ ୧୬୩, କଟକରୁ ୧୨୬, କୋରାପୁଟରୁ ୧୨୦, ପୁରୀରୁ ୧୦୦, ସମ୍ବଲପୁରରୁ ୬୧, ବରଗଡ଼ ରୁ ୫୦, କେନ୍ଧୁଝରରୁ ୪୭, ରାୟଗଡ଼ାରୁ ୪୭, କନ୍ଧମାଳରୁ ୪୬, ନୟାଗଡ଼ରୁ ୩୫, ଯାଜପୁରରୁ ୩୪, ଗଜପତିିିରୁ ୩୩, କେନ୍ଦ୍ରାପଡ଼ାରୁ ୩୧, ବାଲେଶ୍ୱରରୁ ୩୦, ମାଲକାନଗିରି ରୁ ୨୮, ଭଦ୍ରକରୁ ୨୬, ମୟୁରଭଂଜରୁ ୨୫, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୨୧, ବଲାଙ୍ଗୀର ରୁ ୧୫, ସୋନପୁର ରୁ ୧୪, ନବରଙ୍ଗପୁର ରୁ ୧୧, ଜଗତସିଂହପୁର ରୁ ୮, ଝରସୁଗୁଡ଼ାରୁ ୬, ଅନୁଗୁଳରୁ ୪, ବୌଦ୍ଧରୁ ଓ ନୂଆପଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 1673 #COVID19 patients have recovered and are being discharged on 12.8.2020
389 from Ganjam
177 from Khurdha
163 from Sundergarh
126 from Cuttack
120 from Koraput
100 from Puri
61 from Sambalpur
50 from Baragarh
47 from Keonjhar
47 from Rayagada— H & FW Dept Odisha (@HFWOdisha) August 12, 2020
6 from Jharsuguda
4 from Angul
1 each from Boudh and NuapadaThe total recovered cases of Odisha now stand at 36478
— H & FW Dept Odisha (@HFWOdisha) August 12, 2020