ଭୁବନେଶ୍ୱର,୨୧ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୨୦ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୧୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୪,୧୮୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 20th October
New Positives Cases: 1931
In quarantine: 1120
Local contacts: 811(Details of local contacts will be shared by concerned District Administration)
District Wise Cases
1. Angul: 120
2. Balasore: 73
3. Bargarh: 66
4. Bhadrak: 64
5. Balangir: 64— I & PR Department, Odisha (@IPR_Odisha) October 21, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଓ କଟକରୁ ୧୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 99
23. Nawarangpur: 62
24. Nayagarh: 23
25. Nuapada: 43
26. Puri: 72
27. Rayagada: 25
28. Sambalpur: 37
29. Sonepur: 30
30. Sundargarh: 104
31. State Pool: 51New recoveries: 2622
Cumulative Tested: 4159394
Positive: 274181
Recovered: 252197
Active cases: 20750— I & PR Department, Odisha (@IPR_Odisha) October 21, 2020