ଭୁବନେଶ୍ୱର: ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଗିରଫ ହୋଇଥିବା ମାମଲା ଏବେ ସାମ୍ନାକୁ ଆସିଛି । ସେ ବ୍ଲକ ଉପାଧ୍ୟକ୍ଷଙ୍କ ନାଁ ନାରାୟଣ ଲୁହା ହୋଇଥିବା ସୂଚନା ମିଳିଛି । ଏହା ସହ ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ ମଧ୍ୟ ଗିରଫ ହୋଇଛନ୍ତି ।
ସୂଚନା ମୁତାବକ, ଯୁବକଙ୍କୁ ମାଡ଼ ମାରିବା ନେଇ ଉଭୟଙ୍କ ଉପରେ ଅଭିଯୋଗ ଲାଗିଛି । ଏହି ମାମଲାରେ ପୂର୍ବରୁ ୯ଜଣଙ୍କୁ ଗିରଫ କରିିଥିଲା ପାଲିସ ।