4 ପୁରୁଷକୁ 2 ମହିଳା ହୋଟେଲ ଭିତରେ ମଦ ପିଇ କରୁଥିଲେ ଖେଳ, ହଠାତ ପହଞ୍ଚିଗଲା ପୋଲିସ, ତା’ପରେ …
ହୋଟେଲ ରୁମ ଭିତରେ 4 ଜଣ ପୁରୁଷ ଓ 2 ଜଣ ମହିଳା ମଦ ପିଇ କରୁଥିଲେ...
ଗୁଜୁରାଟ: ହୋଟେଲ ରୁମ ଭିତରେ 4 ପୁରୁଷ, 2 ମହିଳା କରୁଥିଲେ ପାର୍ଟି, ହଠାତ ପହଞ୍ଚିଗଲା ପୋଲିସ। ତା’ପରେ ଯାହା ହେଲା ସେସବୁ ସୁନୀଲ ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଗୁଜୁରାଟର ସୁରଟରେ ସ୍ୱାମୀଠାରୁ ପ୍ରତିଶୋଧ ନେବାକୁ ଯାଇ ଗୋଟିଏ ଅଜବ କାହାଣୀ ସାମ୍ନାକୁ ଆସିଛି।
ଏଠାରେ ସ୍ୱାମୀଙ୍କ ସହ ଝଗଡ଼ା କରିବା ପରେ ସ୍ତ୍ରୀ ତାଙ୍କ ସାଙ୍ଗମାନଙ୍କୁ ଡାକି ଏକ ହୋଟେଲ ରୁମରେ ମଦ ପିଇ ପାର୍ଟି କରୁଥିଲେ। କିନ୍ତୁ ତାଙ୍କୁ ଜଣା ନଥିଲା ଯେ ସେହି ହୋଟେଲ ରୁମ ଭିତରେ ହଠାତ ଏତେ ବଡ କାଣ୍ଡ ହୋଇଯିବ।
ପ୍ରକୃତରେ ପାର୍ଟି ଚାଲିଥିବା ସମୟରେ ପୋଲିସ ସେହି ହୋଟେଲରେ ଚଢାଉ କରିଥିଲା। ଚଢାଉ ପରେ ଜଣାପଡିଲା ଯେ, ହୋଟେଲର ଗୋଟିଏ ରୁମରେ 4 ପୁରୁଷ ଏବଂ 2 ଝିଅ ମଦ ପିଇ ପାର୍ଟି କରୁଛନ୍ତି। ତା ପରେ ପୋଲିସ ସେଠାକୁ ଯାଇ ସମସ୍ତଙ୍କୁ ଗିରଫ କରିଥିଲା।
ହୋଟେଲକୁ ଯାଇ ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସକୁ ଦିଆଯାଇଥିଲା ଟିପ୍। ସେ ଟିପ ଆଉ କେହିନୁହେଁ ବରଂ ଯେଉଁ ମହିଳା ଜଣଙ୍କ ସ୍ୱାମୀଙ୍କ ସହ ଝଗଡା କରି ଆସି ହୋଟେଲରେ ପାର୍ଟି ରଖିଥିଲେ, ତାଙ୍କ ଶ୍ୱଶୁର ହିଁ ଦେଇଥିଲେ।
ହଁ, ଶ୍ୱଶୁର ହିଁ ସୂଚନା ଦେଇଥିଲେ ଯେ, ତାଙ୍କ ବୋହୂ ତାଙ୍କ ସାଙ୍ଗମାନଙ୍କ ସହିତ ହୋଟେଲରେ ମଦ ପାର୍ଟି କରୁଛନ୍ତି। ସେ ସୁରଟ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଜଣାଇଥିଲେ ଯେ ତାଙ୍କ ବୋହୂ ହୋଟେଲର ରୁମ ନମ୍ବର 443 ରେ ମଦ ପାର୍ଟି କରୁଛନ୍ତି। ଏହା ପରେ, ଡୁମାସ୍ ପୋଲିସ ଚଢାଉ କରି ଅଭିଯୁକ୍ତଙ୍କୁ ମଦ ବୋତଲ ସହିତ ଧରିଥିଲା।
ପୋଲିସର କହିବା ଅନୁଯାୟୀ, ଯେତେବେଳେ ଚଢାଉ କରାଯାଇଥିଲା, ସମସ୍ତ ଅଭିଯୁକ୍ତ ମଦ୍ୟପ ଅବସ୍ଥାରେ ଥିଲେ। ପୋଲିସ ଚାରିଟି ଗ୍ଲାସ ଏବଂ ଅଧା ଭର୍ତ୍ତି ମଦ ବୋତଲ ମଧ୍ୟ ଜବତ କରିଛି।