ଭୁବନେଶ୍ୱର,୨୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୩୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୫୯,୪୧୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Another 2377 Covid patients have recovered and are being discharged on 23.10.2020
394 from Khordha
204 from Anugul
162 from Baleswar
126 from Mayurbhanj
122 from Cuttack
109 from Sundargarh
107 from Jajapur
88 from Bargarh
87 from Bolangir
85 from Jharsuguda
77 from Bhadrak— H & FW Dept Odisha (@HFWOdisha) October 23, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୯୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
15 from Nabarangpur
10 from Deogarh
6 from Gajapati
68 from State PoolThe total recovered cases of Odisha now stand at 259418
— H & FW Dept Odisha (@HFWOdisha) October 23, 2020