ଭୁବନେଶ୍ୱର,୩୧ ।୮(ଓଡିଶା ଭାସ୍କର): ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ ରାଜ୍ୟରେ ଆଜି ୨୬୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୬୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 30th August
New Positives Cases: 2602
In quarantine: 1561
Local contacts: 1041(Details of local contacts will be shared by concerned District Administration)
District Wise Cases
1. Angul: 14
2. Balasore: 103
3. Bargarh: 82
4. Bhadrak: 47
5. Balangir: 42— I & PR Department, Odisha (@IPR_Odisha) August 31, 2020
22. Mayurbhanj: 72
23. Nawarangpur: 18
24. Nayagarh: 91
25. Nuapada: 16
26. Puri: 46
27. Rayagada: 54
28. Sambalpur: 78
29. Sonepur: 21
30. Sundargarh: 19New Recoveries: 2519
Cumulative Tested: 1789433
Positive: 103536
Recovered: 73233
Active Cases: 29758— I & PR Department, Odisha (@IPR_Odisha) August 31, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।