ଭୁବନେଶ୍ୱର, ୨୪/୯(ଓଡିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତଥର ଏହି ବନ୍ୟାରେ ୨୮୩ କୋଟି ଟଙ୍କାର ନଦୀବନ୍ଧ ଧୋଇ ହୋଇଯାଇଛି। ବନ୍ୟା ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ ରଥ ଏନେଇ ସୂଚନା ଦେଇଛନ୍ତି ।
ଏହାସହ ବନ୍ୟାରେ ୩୮ଟି ଘାଇ, ୯୯୬ କିମି ନଦୀ ବନ୍ଧ ଆଶିଂକ ନଷ୍ଟ ହୋଇଛି। ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କା, ୧୧ ଜିଲ୍ଲାର ୩୫୧ କିମି ନଦୀବନ୍ଧ ପାଇଁ ୬୪୮ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଛନ୍ତି।