ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୯୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯ ଲକ୍ଷ ୧୫ ହଜାର ୪୦୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୫୨ ଜଣ ସୁସ୍ଥ ହୋଇଥିବାବେଳେ କଟକରୁ ୪୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 2937 Covid patients have recovered and are being discharged on 12.07.2021
552 from Khordha
460 from Cuttack
215 from Jajapur
206 from Baleswar
160 from Puri
158 from Bhadrak
157 from Mayurbhanj
115 from Kendrapara
115 from Nayagarh
106 from Jagatsinghpur
86 from Anugul— H & FW Dept Odisha (@HFWOdisha) July 12, 2021
5 from Boudh
5 from Ganjam
5 from Nuapada
101 from State PoolThe total recovered cases of Odisha now stand at 915400
— H & FW Dept Odisha (@HFWOdisha) July 12, 2021